Browsing Tag

congress meeting

ରାଜ୍ୟ କଂଗ୍ରେସରେ ଅନୁଷ୍ଠିତ ହୋଇଛି ଚିନ୍ତନ ଶିବିର ନବ ସଂକଳ୍ପ ବୈଠକ, ୨୦୨୪ ନିର୍ବାଚନ ମୂଳ ଲକ୍ଷ

ରାଜ୍ୟ କଂଗ୍ରେସରେ ଅନୁଷ୍ଠିତ ହୋଇଛି ଚିନ୍ତନ ଶିବିର ନବ ସଂକଳ୍ପ ବୈଠକ । ଏହି ବୈଠକରେ ନୂତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ରାଜ୍ୟ ପ୍ରଭାରୀ ଓ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ୨୦୨୪ ପାଇଁ ବ୍ଲୁ ପ୍ଲାନ ନେଇ ଅନେକ ନେତା ନିଜର ମତବ୍ୟକ୍ତ କରିଥିବା ବେଳେ ଆସନ୍ତାକାଲି ଯାଏଁ ଏହି…

ଲମ୍ବା ବ୍ୟବଧାନ ପରେ ଆଜି କଂଗ୍ରେସ କାର୍ଯ୍ୟକାରୀ ବୈଠକ, ଦଳର ଅଧ୍ୟକ୍ଷ ଚୟନ ହୋଇପାରେ

ନୂଆଦିଲ୍ଲୀ (କେନ୍ୟୁଜ୍) : ଦୁଇ ମାସ ପରେ କଂଗ୍ରେସକୁ ମିଳିବ କି ନୂଆ ଅଧ୍ୟକ୍ଷ। ଆଜି ସୋନିଆ ଗାନ୍ଧିଙ୍କ ବାସଭବନରେ କଂଗ୍ରେସ କାର୍ଯ୍ୟକାରୀ ବୈଠକ ବସିବ। ଏହି ବୈଠକରେ ଦଳର ଅଧ୍ୟକ୍ଷ ଚୟନ ହୋଇପାରେ। ବହୁ ନେତା ଏହି ପଦ ପାଇଁ ରେସ୍ରେ ଅଛନ୍ତି। ସେଥିରୁ ମହାରାଷ୍ଟ୍ରର କଂଗ୍ରେସ ନେତା ମୁକୁଲ…

ସରୁନି କର୍ଣ୍ଣାଟକ ନାଟକ, ଆସ୍ଥାଭୋଟ ପୂର୍ବରୁ ଆଜି କର୍ଣ୍ଣାଟକ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଆସ୍ଥାଭୋଟ ପୂର୍ବରୁ ଆଜି କର୍ଣ୍ଣାଟକ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ। ବିଦ୍ରୋହୀ ବିଧାୟକଙ୍କୁ ନେଇ ସୁପ୍ରିମ କୋର୍ଟଙ୍କ ରାୟ ପରେ ପରବର୍ତ୍ତୀ ରଣନୀତି ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସମ୍ବିଧାନର ୧୦ମ ଧାରାରେ ଦଳୀୟ ବିଧାୟକଙ୍କୁ ହ୍ଵିପ ନେଇ ଆଲୋଚନା ହେବ।…

ସାଧାରଣ ନିର୍ବାଚନରେ ପରାଜୟର କାରଣ ଖୋଜୁଛି କଂଗ୍ରେସ

ବ୍ରହ୍ମପୁର (କେନ୍ୟୁଜ୍) : ସାଧାରଣ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସର କାରଣ ଖୋଜା। କଂଗ୍ରେସର ପାଞ୍ଚଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ବ୍ରହ୍ମପୁରର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ପହଞ୍ଚି ଆଲୋଚନା କରିଛନ୍ତି। କଟକ ବିଧାୟକ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଗଠିତ…

ନିର୍ବାଚନ ପାଇଁ ଟିକେଟ କସରତ ଜାରି, ଆଜି କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ

ଭୁବନେଶ୍ବର (କେନ୍ୟୁଜ୍) : ନିର୍ବାଚନ ପାଇଁ ଟିକେଟ କସରତ ଜାରି । ଆଜି କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି ସୂଚନା ଦେଇଥିଲେ କହିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ । ଓଡ଼ିଶା…

ଦିଲ୍ଲୀରେ ଚାଲିଛି ବିଚାର ବିମର୍ଶ,ଆସନ୍ତାକାଲି ସୁଦ୍ଧା କଂଗ୍ରେସ ଘୋଷଣା କରିବ ପ୍ରାର୍ଥୀ ତାଲିକା

ଭୁବନେଶ୍ବର (କେନ୍ୟୁଜ୍) : ନିର୍ବାଚନ ପାଇଁ ଟିକେଟ କସରତ ଜାରି । ଆସନ୍ତାକାଲି ସୁଦ୍ଧା କଂଗ୍ରେସ ଘୋଷଣା କରିବ ପ୍ରାର୍ଥୀ ତାଲିକା । ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକ…

ମୋଦିଙ୍କ ଗଡ଼ରେ ପ୍ରିୟଙ୍କା, ଗୁଜରାଟରୁ ନିର୍ବାଚନୀ ଅଭିଯାନ ଆରମ୍ଭ କରୁଛି କଂଗ୍ରେସ

ଅହମଦବାଦ : ଆଜି ମାର୍ଚ୍ଚ ୧୨ ତାରିଖ । ଦାଣ୍ଡି ସତ୍ୟାଗ୍ରହ ବା ଦାଣ୍ଡି ମାର୍ଚ୍ଚର ଆଜି ୮୯ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ପ୍ରାୟ ୫୮ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜରାଟରେ ଜୋରଦାର ପ୍ରବେଶ କରିଛି କଂଗ୍ରେସ । କଂଗ୍ରେସ କାର୍ଯ୍ୟକାରୀ କମିଟି…

ଆଜି କଂଗ୍ରେସର ଇସ୍ତାହାର କମିଟିର ବୈଠକ , ବିଭିନ୍ନ ପ୍ରସଙ୍ଗରେ କରାଯିବ ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍) : ଆଜି କଂଗ୍ରେସର ଇସ୍ତାହାର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ଚାଷୀ, ଶ୍ରମିକ ଓ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ଲୋଡ଼ି ଇସ୍ତାହାର ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଛତିଶଗଡ଼ର ମନ୍ତ୍ରୀ ଟିଏସ ସିଂହଦେଓ । ଓଡ଼ିଶା…

କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟି ବୈଠକ

ଭୁବନେଶ୍ବର(କେନ୍ୟୁଜ୍) : କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିର ପ୍ରଥମ ବୈଠକ। କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି। ଏଥିରେ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ପାଇଁ ଇସ୍ତାହାର…