Browsing Tag

Congress MLA threatens and transfered collector

ଦିନରେ ଧମକ, ରାତିରେ ଜିଲ୍ଲାପାଳଙ୍କ ବଦଳି

କଠିବାଡ଼ା (ରାଜସ୍ଥାନ) : କଲେକ୍ଟର ବହୁତ ହଇରାଣ କରୁଛି । ଅଫିସରଙ୍କୁ ୟାଡ଼େ ସ୍ୟାଡ଼େ ବଦଳି କରି ଦେଉଛି । ଲୋକଙ୍କ କାମ ନିରପେକ୍ଷ ଭାବେ କରୁ ନାହିଁ । ଆଉ ତାର ରକ୍ଷା ନାହିଁ । ଚାରି ଦିନରେ ତା ପେଡ଼ି ପୁଟୁଳି ବାନ୍ଧି ଏଠୁ ଯିବ । ଏଭଳି ଧମକ ଦେଲେ ଜଣେ ବିଧାୟିକା । ଦିନ ବେଳା ବିଧାୟିକାଙ୍କ…