Browsing Tag

congress mp apologize to pm

ପ୍ରଧାନମନ୍ତ୍ରୀଙ୍କୁ ଭୁଲ ମାଗିଲେ କଂଗ୍ରେସ ଲୋକସଭା ସାଂସଦ ଅଧୀର ଚୌଧୁରୀ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଛନ୍ତି । ଭାଜପାର ସାଂସଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ସହ ତୁଳନା କରୁଥିବା ସମୟରେ ଏହାକୁ ତାଚ୍ଛଲ୍ୟ କରି ସାଂସଦ ଅଧୀର ରଞ୍ଜନ ତାଙ୍କୁ ‘ନାଳି’ ବା ଡ୍ରେନ୍‌…