Browsing Tag

Congress parliamentarians meet

ଆଜି ବସୁଛି କଂଗ୍ରେସ ସଂସଦୀୟ ଦଳ ବୈଠକ, ଯୋଗଦେବେ ନବ ନିର୍ବାଚିତ ସମସ୍ତ ୫୨ ଜଣ ସାଂସଦ

ନୂଆଦିଲ୍ଲୀ : ଆଜି ବସୁଛି କଂଗ୍ରେସ ସଂସଦୀୟ ଦଳ ବୈଠକ । ଏଥିରେ ଯୋଗଦେବେ ନବ ନିର୍ବାଚିତ କଂଗ୍ରେସର ସମସ୍ତ ୫୨ ଜଣ ସାଂସଦ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୈଠକରେ ଉପସ୍ଥିତ ରହିବେ । ବୈଠକରେ ସଂସଦୀୟ ଦଳ ନେତା ନିର୍ବାଚିତ କରାଯିବ । ଏହା ସହ ମୁଖ୍ୟ…