‘ପଶ୍ଚିମବଙ୍ଗର ଝିଅ’ ରିୟା ଚକ୍ରବର୍ତ୍ତୀଙ୍କୁ କଂଗ୍ରେସର ସମର୍ଥନ, କୋଲକାତା ରାସ୍ତାରେ ବାହାରିଲା ବିରାଟ ର୍ୟାଲି
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ୍ ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମର୍ଥନରେ ଶନିବାର କଂଗ୍ରେସ ତରଫରୁ କୋଲକାତାରେ ର୍ୟାଲି ବାହାର କରାଯାଇଛି। ରିୟା ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ତାଙ୍କୁ ସମର୍ଥନ ଜଣାଇ ରାଜ୍ୟ କଂଗ୍ରେସ…