ମହାକାଳପଡ଼ାରେ କଂଗ୍ରେସର ମହା ପ୍ରଦର୍ଶନ
ମହାକାଳପଡ଼ା (କେ ନ୍ୟୁଜ୍) : କେନ୍ଦ୍ରାପଡ଼ାରେ ମହାକାଳପଡ଼ାରେ କଂଗ୍ରେସ ଦଳର ଶକ୍ତି ପ୍ରଦର୍ଶନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ବହୁ ହେଭିେଓ୍ଵଟ୍ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଚାଷୀ ଓ ଚାଷ ପ୍ରସଙ୍ଗରେ ସରକାରଙ୍କ ଉପରେ ଗର୍ଜିଥିଲେ । ଦୁର୍ନୀତି ପ୍ରସଙ୍ଗ ଉଠାଇ…