Browsing Tag

congress tension

ତୁଟୁନି କଂଗ୍ରେସ କ୍ଷମତା କଳି, ପିସିସି ଚୌକିରୁ ନିରଞ୍ଜନଙ୍କୁ ହଟାଇବା ନେଇ ବିରୋଧଙ୍କ ମେଳି

ଭୁବନେଶ୍ବର (କେନ୍ଯୁଜ୍) : ତୁଟୁନି କଂଗ୍ରେସ କ୍ଷମତା କଳି । ଦଳରେ ଅସନ୍ତୋଷ ଜାରି । ପିସିସି ଚୌକିରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ନେଇ ବିରୋଧଙ୍କ ମେଳି ।  ପିସିସି ସଭାପତି ପରିବର୍ତ୍ତନ ଦାବି ଜଣାଇବାକୁ ଦିଲ୍ଲୀ ଯିବ ନିରଞ୍ଜନ ବିରୋଧୀ କଂଗ୍ରେସ ଟିମ୍‌ । ରାଜ୍ୟରେ ଦଳର ସ୍ଥିତି…