କଟକରେ ଭାରତ ବନ୍ଦ ବେଳେ ଏଟିଏମ ଭଙ୍ଗା ରୁଜା ଘଟଣା, ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ସମେତ ୧୯ ଗିରଫ
କଟକ(କେନ୍ୟୁଜ୍): ଭାରତ ବନ୍ଦ ବେଳେ ବାଦାମବାଡିରେ ଗଣ୍ଡଗୋଳ ଘଟଣା। କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ସମେତ ୧୯ ଗିରଫ। ଏମାନଙ୍କ ମଧ୍ୟରେ ୧୨ ପୁରୁଷ ଓ ୭ ଜଣ ମହିଳା ଗିରଫ ହୋଇଛନ୍ତି। ଏକ ଏଟିଏମ ଭଙ୍ଗା ରୁଜା ନେଇ ହୋଇଥିଲା ମାମଲା।
କେନ୍ଦ୍ରର ନୂଆ କୃଷି ଆଇନ୍ ଉଚ୍ଛେଦ…