Browsing Tag

conjoined twins

ଆଖି ବୁଜିଲେ ଯୋଡ଼ା ଦେହ ଗଙ୍ଗା-ଯମୁନା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଯୋଡ଼ା ଶିଶୁକନ୍ୟାଙ୍କ ମୃତ୍ୟୁ । ଗତକାଲି କଟକ ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଆଖି ବୁଜିଛନ୍ତି । ଗତ ଏକ ତାରିଖରେ ଛାତିରୁ ପେଟ ଯାଏ ଯୋଡ଼ି ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହୋଇଥିଲେ ଯାଆଁଳା ଶିଶୁ ଗଙ୍ଗା-ଯମୁନା । ଦୁଇ…