Browsing Tag

conman

ବିସିସିଆଇ ସିଲେକ୍ଟର ପ୍ରସାଦଙ୍କ ନାଁ କହି ଶିଳ୍ପପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ, ଥାନାରେ ଏତଲା ଦେଲେ ପ୍ରସାଦ

ହାଇଦ୍ରାବାଦ : ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ନାଁରେ ବଡ଼ ଠକେଇ ଅଭିଯୋଗ । ଅବଶ୍ୟ ପ୍ରସାଦ ନିଜେ ଏହି କାଣ୍ଡ କରି ନାହାନ୍ତି, ତାଙ୍କ ନାମ ଓ ପଦବିର ଦୁରୁପଯୋଗ କରି ଜଣେ ଯୁବକ କେତେଜଣ ବଡ଼ ଶିଳ୍ପପତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛି । ଯୁବକ ଜଣକର ଘର ଆନ୍ଧ୍ର…