Browsing Tag

consoles

ଶୋକ ସଭାରେ କାନ୍ଦୁଥିବା ମହିଳାଙ୍କୁ ଶାନ୍ତ୍ବନା ଦେଲା ମାଙ୍କଡ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ

ଦିନକୁ ଦିନ ପଶୁ ମାନଙ୍କ ପ୍ରକୃତି ଦେଖିଲେ ଏପରି ଲାଗୁଛି ସେମାନେ ଯେମିତି ମଣିଷ ସହ ସମକକ୍ଷ । ଏହାର ଉଦାହାରଣ ଦେଖିବାକୁ ମିଳିଛି ବାଙ୍ଗାଲୁରୁର ଏକ ଛୋଟ ସହରରେ । ଯେଉଁଠି ଏକ ମାଙ୍କଡ ଜଣେ କାନ୍ଦୁଥିବା ମହିଳାଙ୍କୁ ଆଶ୍ବାସନା ଦେଉଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛି । ଆଉ ଏହି ଭିଡିଓଟି…