Browsing Tag

constable

ବାଃ ଚମତ୍କାର ପ୍ରତିଭା…ମଝି ରାସ୍ତାରେ ଚୌକିରେ ବସି ବଂଶୀ ବଜାଇଲେ କନେଷ୍ଟବଳ; ସୁମଧୁର ସ୍ୱରରେ ମତୁଆଲା ଲୋକେ

ସୋସିଆଲ ମିଡିଆ…ଯେଉଁଠି ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଏମିତି ବି ଥାଏ, ଯାହା ଲୋକଙ୍କ ମନକୁ ଖୁବ୍‌ ଛୁଇଁଥାଏ। ଲୋକେ ସେହି ଭିଡିଓକୁ ବାରମ୍ବାର ଦେଖିବାକୁ ପସନ୍ଦ କରି ଥାଆନ୍ତି। ଏବେ ଠିକ୍‌ ଏହିଭଳି ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। ଏହି…

ଦେଖୁ ଦେଖୁ ଚଳନ୍ତା ଟ୍ରେନ୍‌ ଭିତରକୁ ପଶି କଟିଗଲେ କନେଷ୍ଟବଳ, କାରଣ କେହି ବି ବୁଝିପାରୁନାହାନ୍ତି; ଦେଖନ୍ତୁ ଛାତିଥରା…

ମୃତ୍ୟୁ... କେତେବେଳେ, କେମିତି ଆଉ କାହା ପାଇଁ ଆସିବ କେହି କହିପାରିବେ ନାହିଁ। ଉତ୍ତର ପ୍ରଦେଶର ଆଗ୍ରାରେ ଏମିତି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଭିଡିଓରେ ଦେଖା ଯାଇଛି ଯେ ପ୍ଲାଟଫର୍ମରେ ଠିଆ ହୋଇଥିବା ଜଣେ କନଷ୍ଟେବଳଙ୍କ ମୁଣ୍ଡ ବୁଲାଇବାରୁ ସେ ଚଳନ୍ତା ଟ୍ରେନ୍‌ ତଳେ ଖସି ପଡ଼ିଛନ୍ତି।…

ପୋଲିସ ଚାକିରି ପାଇବାର ସ୍ୱପ୍ନ ହେବ ପୂରଣ, ୧୧୪୯ କନଷ୍ଟେବଳ ପଦରେ ହେବ ନିଯୁକ୍ତି

Constable Recruitment 2022: କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ (cisf) ନିଜର ଅଫିସିଆଲ େଓ୍ଵବସାଇଟ cisfrectt.in ରେ କନଷ୍ଟେବଲ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ୍‌ ଜାରି କରାଯାଇଛି। କନଷ୍ଟେବଳ ଫାୟାରମ୍ୟାନ୍‌ ଭର୍ତ୍ତି ପାଇଁ ଅନଲାଇନ ରେଜିଷ୍ଟ୍ରେନର ପ୍ରକ୍ରୀୟା ଆଜି ୨୯ ଜାନୁଆରୀ…

ଜେଲ କର୍ମଚାରୀଙ୍କ ମହାନତା: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଦୁଇ କନେଷ୍ଟବଳ

ମାନକାନଗିରି: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜେଲ କନେଷ୍ଟବଳ। ମାନକାନଗିରି ଜିଲ୍ଲା ଉପଖଣ୍ଡ ଜେଲ କର୍ମଚାରୀଙ୍କ ମହାନତା ପାଇଁ ଜଣଙ୍କ ଜୀବନ ବଞ୍ଚାଇପାରିଛି। ଜେଲରେ ବିଚାରାଧୀନ କଏଦୀ ଦୁରୁଆ ଲାଚା ଗୁରୁତର ହେବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ତେବେ କଏଦୀଙ୍କ ପରିବାରର…

ଦାୟିତ୍ବବାନ୍ ପୋଲିସ୍ ଅଫିସର, ଲୋକଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ନିଜେ ବୁଲି ବୁଲି ବନ୍ଦ କରୁଛନ୍ତି ମ୍ୟାନହୋଲ୍

ମୃତ୍ୟୁର ଯନ୍ତ୍ର ସାଜିଛି ମ୍ୟାନହୋଲ୍ । ଖୋଲା ମ୍ୟାନହୋଲ୍ ଯୋଗୁଁ ଗଲାଣି ଅନେକ ଜୀବନ । ବର୍ଷାଦିନେ ତ ଏହି ସମସ୍ୟା ଗମ୍ଭୀର ରୂପ ନେଉଛି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଲୁହାର କଭର କଲେ ମଧ୍ୟ ତାହା ଚୋରି ହୋଇଯାଉଛି । ଆଜି ବି ଦେଶର ହଜାର ହଜାର ମ୍ୟାନହୋଲ୍ ଖୋଲା ପଡିଛି । ଯଦିଓ…

ବଢିବ ସ୍ନାତକ ପାସ୍‌ କନଷ୍ଟେବଳଙ୍କ କ୍ଷମତା, ବିଜ୍ଞପ୍ତି ଜାରି କଲା ଗୃହ ବିଭାଗ

ଭୁବନେଶ୍ବର : ଗ୍ରାଜୁଏଟ୍‌ କନଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ ଦାୟିତ୍ୱ । ଛୋଟମୋଟ ମାମଲାର ତଦନ୍ତ ପାଇଁ ସେମାନଙ୍କୁ ଦିଆଯିବ କ୍ଷମତା । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ ମଧ୍ୟ ଦାୟିତ୍ୱ ପ୍ରଦାନ କରାଯିବ । ଅଭିଯୁକ୍ତଙ୍କୁ ଗିରଫ ବି କରିପାରିବେ । ରାଜ୍ୟ…

ଦେବଦୂତ ସାଜିଲେ କନେଷ୍ଟବଳ, ଯାତ୍ରୀଙ୍କୁ ମରଣ ମୁହଁରୁ ବଞ୍ଚାଇଲେ

ଭୁବନେଶ୍ବର (କେନ୍ଯୁଜ୍) :ଭୁବନେଶ୍ୱର ଜିଆରପି ଥାନାର ଜଣେ କନେଷ୍ଟବଳଙ୍କ କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଦେବଦୂତ ସାଜି ଜଣେ ଟ୍ରେନ ଯାତ୍ରୀଙ୍କୁ ମରଣ ମୁହଁରୁ ରକ୍ଷା କରିଛନ୍ତି । ସୋସିଆଲ ମିଡିଆରେ ଘଟଣା ସମୟର ଭିଡିଓ ଭାଇରାଲ ପରେ ସବୁରି ମୁହଁରେ ତାଙ୍କର ପ୍ରଶଂସା ।…