Browsing Tag

constable association

ବେଆଇନ ବାର୍‌କୁ ସୁରକ୍ଷା ଦେଉଥିଲେ କନେଷ୍ଟବଳ ସଂଘର ସଭାପତି ପ୍ରସନ୍ନ ବେହେରା, ହୋଟେଲ ମାଲିକ ସମେତ ୩ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ବେଆଇନ ଭାବେ ବାର୍‌ ଚଳାଇବା ମହଙ୍ଗା ପଡ଼ିଲା । ଭୁବନେଶ୍ୱର ପାତ୍ରପଡ଼ା ସାଉଥ ସିଟି ହୋଟେଲ ମାଲିକଙ୍କ ସମେତ ୩ ଗିରଫ । ଆଜି ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା, ମ୍ୟାନେଜର ସୌଭିକ ଜେନା ଓ ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ତମାଣ୍ଡୋ ଥାନା ପୋଲିସ କରାଯାଇଛି ।…