Browsing Tag

CONSTABLE’S DRIVER DCP

ସମ୍ମାନ ଦେବ ତ ଏମିତି : ଅବସର ପରେ କନେଷ୍ଟବଳଙ୍କୁ ନିଜେ ଗାଡ଼ି ଚଳାଇ ଘରେ ଛାଡ଼ି ଆସିଲେ ଡିଏସ୍‌ପି

ଦୀର୍ଘ ୪୦ ବର୍ଷ ଧରି ପୋଲିସ ବିଭାଗରେ କାମ କରି ଗତ ଶନିବାର ଦିନ ଅବସର ନେଇଥିଲେ କନେଷ୍ଟବଳ ପ୍ରହ୍ଲାଦ ଚୗଧୁରୀ । ଆଉ ତାଙ୍କୁ ସସମ୍ମାନରେ ଘର ଯାଏଁ ଛାଡ଼ି ଆସିଥିଲେ ସିଟି ଡିଏସପି । ବିଦାୟ ବେଳେ ସିଟି ଥାନାରେ ସମସ୍ତ କର୍ମଚାରୀଙ୍କ ଆଖି ଛଳଛଳ ହୋଇଯାଇଥିଲା । ସମସ୍ତ ପ୍ରହ୍ଲାଦଙ୍କୁ…