Browsing Tag

constipation

ପ୍ରତିଦିନ ପେଟ ସଫା କରିବାରେ ହେଉଛି କି ସମସ୍ୟା? ତ ଏହି ପ୍ରଭାବଶାଳୀ ଘରୋଇ ଉପାୟ ନିଶ୍ଚୟ ଆପଣାନ୍ତୁ

କୋଷ୍ଠକାଠିନ୍ୟ ସମସ୍ୟାକୁ ନେଇ ଅନେକ ଲୋକ ଚିନ୍ତିତ ରୁହନ୍ତି। ମଳତ୍ୟାଗରେ ସେମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ବିଶେଷ କରି ପାଚନ କ୍ରିୟା ଏଥିଯୋଗୁ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ, ମୁଣ୍ଡବିନ୍ଧା, ପେଟରେ ଗ୍ୟାସ୍‌ ହେବା, ବାନ୍ତି ଲାଗିବା, ଭୋକ ନ ହେବା ଭଳି ସମସ୍ୟା…

ଛୋଟ ପିଲାଙ୍କର ଝାଡା ହେବାରେ ଦେଖାଦେଉଛି କି ସମସ୍ୟା ? ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଆଜିକାଲି ଖରାପ ଜୀବନଶୈଳୀର ପ୍ରଭାବ ଯେତିକି ବଡ ଲୋକଙ୍କ ଉପରେ ପଡୁଛି, ସେତିକି ପିଲାଙ୍କ ଉପରେ ମଧ୍ୟ ପ୍ରଭାବ ପକାଉଛି। ପିଲା ଆଜିକାଲି ଏମିତି କିଛି ଜିନିଷ ଖାଉଛନ୍ତି, ଯାହାକୁ ସେମାନେ ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି। କିନ୍ତୁ…

ଶରୀରର ଦୁର୍ବଳତା ସହିତ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବ ଲବଙ୍ଗ ମିଶା କ୍ଷୀର

କ୍ଷୀରରେ ଲବଙ୍ଗ ପକାଇ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଏହାର ସେବନ କରିବା ଦ୍ୱାରା ଅନେକ ରୋଗ ଦୂର ହୁଏ। କ୍ଷୀରରେ ଫସଫରସ, ମ୍ୟାଗ୍ନେସିଅମ, ଆୟୋଡିନ୍‌, ଭିଟାମିନ ଏ, ଡି, କେ, ଇ ଭଳି ଜରୁରୀ ପୋଷକ ତତ୍ତ୍ୱ ରହିଛି। ସେହିଭଳି ଲବଙ୍ଗରେ କାର୍ବୋହାଇଡ୍ରେଟ୍‌, ଆଇରନ,…

କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ଦେବ ଏହି ସବୁ ଖାଦ୍ୟ, ଡ଼ାଏଟରେ କରନ୍ତୁ ସାମିଲ

ଖାଦ୍ୟପେୟକୁ ନେଇ ସତର୍କ ନରହିଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ସକାଳେ ଠିକ ଭାବରେ ପେଟ ସଫା ନ ହେଲେ ଏସିଡ଼ିଟି, ଜ୍ଵଳନ, ଆମ୍ବିଳା ହାକୁଟି ପରି ସମସ୍ୟା ଉପୁଜି ଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ଲୋକେ ଔଷଧ, ଚୁର୍ଣ୍ଣ ଆଦିର ସାହାରା ନେଇଥାନ୍ତି । କିନ୍ତୁ ଆମେ…

କବ୍ଜ ସମସ୍ୟାରେ ଚିନ୍ତିତ କି, ତାହେଲେ ଥରେ ଏହାକୁ ଆପଣେଇ ଦେଖନ୍ତୁ; ନିଶ୍ଚିତ ଭଲହେବ ସମସ୍ୟା

ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ଭୁଲ ଲାଇଫଷ୍ଟାଇଲ୍‌ କାରଣରୁ କବ୍ଜ ସମସ୍ୟାରେ ପୀଡିତ ହେଉଛନ୍ତି। ଖାଦ୍ୟ ଖାଇବା ପରେ ଚାଲିବା ବଦଳରେ ବସି ରହିବା କାରଣରୁ ଏବଂ ଖାଦ୍ୟ ଖାଇବା ପରେ ସିଧା ଶୋଇଯିବା କାରଣରୁ ଏହି ସମସ୍ୟା ଦେଖା ଦେଇଥାଏ। ଆମେ ଆଜି ଆପଣଙ୍କୁ ଜଣାଇବୁ କବ୍ଜ ସମସ୍ୟା କଣ ଏବଂ ଏହା କେଉଁ…

କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ୩୦ ମିନିଟ୍‌ରେ ମିଳିବ ଆରାମ

ବର୍ତ୍ତମାନ ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଅଧିକାଂଶ ଲୋକ କୋଷ୍ଠକାଠିନ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ସମସ୍ୟା ଥିଲେ ପେଟ ଠିକ୍‌ ଭାବେ ପରିଷ୍କାର ହୋଇନଥାଏ। ଫଳରେ ଦିନ ସାରା ଅସ୍ୱସ୍ତି ଲାଗେ। ଏହି ସମସ୍ୟାକୁ ଅଣଦେଖା କଲେ ପରେ ଅବସ୍ଥା ସାଂଘାତିକ ହେବା ସମ୍ଭାବନା ରହିଛି। ଡାକ୍ତରଙ୍କ…

ଲକଡାଉନରେ କ’ଣ ଆପଣଙ୍କର ହେଉଛି କି କୋଷ୍ଠକାଠିନ୍ୟ ସମସ୍ୟା, ଆପଣାନ୍ତୁ ୫ଟି ଘରୋଇ ଉପାୟ

ଲକଡାଉନ ସମୟରେ ଘରେ ଅନିୟମିତ ଏବଂ ଭୁଲ ଖାଦ୍ୟ ଯୋଗୁଁ ଶରୀରରେ କେତେକ ସମସ୍ୟା ଦେଖାଦିଏ। ଏହିସବୁ ସମସ୍ୟା ମଧ୍ୟରେ କୋଷ୍ଠକାଠିନ୍ୟ ସମସ୍ୟା ଅନ୍ୟତମ। ଆପଣଙ୍କର ଏହି ସମସ୍ୟା ଶରୀରରେ ଅନେକ ରୋଗର କାରଣ ପାଲଟିଥାଏ। ଏମିତିରେ ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଛନ୍ତି ତେବେ କିଛି…

ମୂଳରୁ ସମାପ୍ତ ହେବ କୋଷ୍ଠକାଠିନ୍ୟ ସମସ୍ୟା, ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଆପଣଙ୍କ ପେଟ ଭଲ ଭାବେ ସଫା ହୋଇନଥିବା ଆପଣ ଅନୁଭବ କରିଥିଲେ। ଏଥିପାଇଁ ପୁରା ଦିନ ଆପଣଙ୍କୁ ଭଲ ଲାଗିନଥାଏ। ମନ ମଧ୍ୟ ଅଶାନ୍ତ ରହେ। ଯଦି ଏଭଳି ସମସ୍ୟା ଆପଣ ପ୍ରତିଦିନ ସାମ୍ନା କରୁଛନ୍ତି କି ? କୋଷ୍ଠକାଠିନ୍ୟ ରହିଲେ ଆପଣ ବିନା କିଛି ନ ଖାଇଲେ ମଧ୍ୟ ପେଟ ଭାରି ଭାରି ଲାଗିଥାଏ।…

ଗର୍ଭାବସ୍ଥା ସମୟରେ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ, ଚୁଟ୍‌କିରେ ଦୂର ହୋଇଯିବ କୋଷ୍ଠକାଠିନ୍ୟ ସମସ୍ୟା

ଗର୍ଭାବସ୍ଥା ସମୟରେ କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା। ଆଉ ଆପଣ ଏ ବିଷୟରେ କହିବା ପାଇଁ ଆଦୌ ଲାଜ କରିବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ ଏଥିରୁ ମୁକୁଳିବାର ଘରୋଇ ଉପାୟ କହିବାକୁ ଯାଉଛୁ। • ଗର୍ଭାବସ୍ଥା ସମୟରେ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରଥମେ ତନ୍ତୁଜାତୀୟ…

ଏହି ୫ ଉପାୟ ଦ୍ୱାରା ସକାଳୁ ଉଠିବା କ୍ଷଣି ହିଁ ହୋଇଯିବ ପେଟ ସଫା, ଥରେ ଆପଣେଇ ପରିଣାମ ଦେଖନ୍ତୁ

ସବୁବେଳେ ଦେଖାଯାଏ ଯେ ପ୍ରାୟ ଲୋକ ନିଜ ପାଚନ ତନ୍ତ୍ର ଖରାପ ଯୋଗୁଁ ଅପଚ ଅର୍ଥାତ ସକାଳୁ ପେଟ ସଫା ନହେବା ସମସ୍ୟାକୁ ସାମ୍ନା କରନ୍ତି। ଯଦି ଏହି ସମସ୍ୟା ଗୋଟିଏ କିମ୍ବା ଦୁଇ ଦିନ ହେଲା ତ ଠିକ ଅଛି କିନ୍ତୁ ଯେତେବେଳେ ଏହି ସମସ୍ୟା ପ୍ରତିଦିନ ହୁଏ ତେବେ ଏହା ଚିନ୍ତାର କାରଣ ପାଲଟିଯାଏ।…

କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡ଼ିତ କି? ଭୋଜନରୁ ବାଦ୍‌ ଦିଅନ୍ତୁ ଏହିସବୁ ଖାଦ୍ୟଦ୍ରବ୍ୟ, ତୁରନ୍ତ ମିଳିବ ଉପଶମ

କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ଏହାକୁ ଅଣଦେଖା କରିବା ଅନୁଚିତ୍‌। ଜୀବନଶୈଳୀରେ ପରିବର୍ତ୍ତନ ସହ ଖାଦ୍ୟପାନୀୟରେ ଅନିୟମିତତା ଯୋଗୁ ଏହି ସମସ୍ୟା ଦେଖାଦେଇଥାଏ। କେତେକ ଖାଦ୍ୟ ଯୋଗୁ କୋଷ୍ଠକାଠିନ୍ୟ ସମସ୍ୟା ଗମ୍ଭୀର ଭାବେ ବୃଦ୍ଧି ପାଇଥାଏ। ସେହିପରି ଆଉ କିଛି ଖାଦ୍ୟ ଏହି…