ଆଜି ସମ୍ବିଧାନ ପ୍ରଣୟନକୁ ପୂରିଲା ୭୦ ବର୍ଷ, ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍ରେ ହେବ ସ୍ୱତନ୍ତ୍ର ଅଧିବେଶନ
ନୂଆଦିଲ୍ଲୀ:ଆଜି ସମ୍ବିଧାନ ଦିବସ। ସମ୍ବିଧାନ ପ୍ରଣୟନକୁ ପୂରିଛି ୭୦ ବର୍ଷ। ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା। କେନ୍ଦ୍ର ସରକାର ଏହି ଦିବସକୁ ପାଳିବାକୁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଆଜି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍ରେ ହେବ ସ୍ୱତନ୍ତ୍ର…