Browsing Tag

contact lens

କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି, ତାହେଲେ ଧ୍ୟାନରେ ରଖନ୍ତୁ ଏହି କଥା

ଯଦି ଆପଣଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ଏବଂ ଆପଣ ଚଷମା ବଦଳରେ କଣ୍ଟାକ୍ଟ ଲେନ୍ସର ପ୍ରୟୋଗ କରୁଛନ୍ତି ତାହେଲେ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୫ଟି କଥା, ଯାହା ଉପରେ ଆପଣଙ୍କୁ ଧ୍ୟାନ ଦେବ ନିହାତି ଜରୁରୀ। କଣ୍ଟାକ୍ଟ ଲେନ୍ସ ଲଗାଇବା…