Browsing Tag

contactless ATM

ଖୁବଶୀଘ୍ର ଆସୁଛି କଣ୍ଟାକ୍ଟଲେସ୍ ଏଟିଏମ, ବିନା ଛୁଇଁ ବି ବାହାର କରିପାରିବେ ଟଙ୍କା

ଦେଶରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଗ୍ରାହକଙ୍କୁ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ବ୍ୟାଙ୍କଗୁଡିକ। ଅନେକ ଲୋକ ଏଟିଏମ୍‌ ବ୍ୟବହାର କରୁଛନ୍ତି। ତେଣୁ ଲୋକେ ବାରମ୍ବାର ଏଟିଏମର ବ୍ୟବହାର କରିବା ଦ୍ୱାରା ସଂକ୍ରମଣ ବ୍ୟାପିବାର ଭୟ…