Browsing Tag

container

ରେଳ ଧାରଣା ଉପରେ କଣ୍ଟେନର, ରେଳ ଚଳାଚଳ ବାଧାପ୍ରାପ୍ତ

ରେଳ ଧାରଣା ଉପରେ ଚଢିଗଲା କଣ୍ଟେନର। ଭାରସାମ୍ୟ ହରାଇ ଲକ୍ଷ୍ମୀଡୁଙ୍ଗୁରିରେ ଦୁର୍ଘଟଣା ପରେ କଣ୍ଟେନରଟି ରେଳଲାଇନରେ ଚଢ଼ିଯାଇଛି। ଫଳରେ ସମ୍ବଲପୁର-ହୀରାକୁଦ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟିଟିଲାଗଡ଼-ହାୱଡା ଇସ୍ପାତ ଟ୍ରେନ୍ ହୀରାକୁଦ ଷ୍ଟେସନରେ ଟକି ରହିଛି। ସେହିପରି…