Browsing Tag

contaminated fertilizers

ଚୀନର ଏ କି ଦାଦାଗିରି! ଶ୍ରୀଲଙ୍କାକୁ ଦୂଷିତ ସାର ପଠାଇ ଓଲଟା ଦାବି କରୁଛି ୬୦ କୋଟି ଟଙ୍କା; ଦୁଇ ଦେଶ ବିବାଦ ଭିତରେ…

ଚୀନ, ଶ୍ରୀଲଙ୍କାକୁ ଦୂଷିତ ସାର ପଠାଇବା ପରଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏବେ ଚୀନ ଫାର୍ମ ଏହାର ସାର ନମୁନା ପରୀକ୍ଷଣରେ ଅବହେଳା ପାଇଁ ଶ୍ରୀଲଙ୍କା ସରକାରଙ୍କଠାରୁ ୬୦ କୋଟି ଟଙ୍କା ଦାବି କରିଛି। କହି ରଖୁଛୁ କି, ଚୀନ ଦ୍ୱାରା ଦୂଷିତ ସାର ପଠାଯିବା ପରଠାରୁ ଶ୍ରୀଲଙ୍କା,…