Browsing Tag

contestable

କନେଷ୍ଟବଳ, ହାବିଲଦାର ଓ ସିପାହୀଙ୍କ ପାଇଁ ଖୁସି ଖବର, ଘୋଷଣା ହେଲା ପ୍ରୋତ୍ସାହନ ରାଶି

ଭୁବନେଶ୍ବର (କେନ୍ୟୁଜ୍) : କନେଷ୍ଟବଳ, ହାବିଲଦାର ଓ ସିପାହୀଙ୍କ ପାଇଁ ଖୁସି ଖବର । ଘୋଷଣା ହେଲା ଅତିରିକ୍ତ କାମ ପାଇଁ ପ୍ରୋତ୍ସାହନ ରାଶି । ଅତିରିକ୍ତ ଡ୍ୟୁଟି ପାଇଁ ସେମାନେ ପାଇବେ ଗୋଟିଏ ମାସର ଦରମା । ଏଥିପାଇଁ ବାର୍ଷିକ ଅଧିକ ୨୫ ହଜାର ଟଙ୍କା ପାଇବେ । ସେହିପରି ଏ.ଏସଆଇ, ଏସଆଇ,…