Browsing Tag

contractor murder in kalahandi

ଠିକାଦାରଙ୍କୁ ଗୁଳି କରି ହତ୍ୟା,ମାଓବାଦୀଙ୍କ ହାତଥିବା ନେଇ ସନ୍ଦେହ

କଳାହାଣ୍ଡି ସାପ୍ତାହିକ ବଜାରରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା । ତାଙ୍କ ନାଁ ରାଜେନ୍ଦ୍ର ସାହୁ । ଘର ବୋରପଦର ଗାଁରେ । ବିଜେପୁର ଥାନା ପହାଡପଦର ରବିବାର ବଜାରରେ ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଛି । ଏହା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରଯାଉଛି । ଏ ସଂପର୍କରେ କଳାହାଣ୍ଡି…