Browsing Tag

contractual worker

ଠିକା କର୍ମଚାରୀଙ୍କୁ ନବୀନ ସରକାରଙ୍କ ଦୀପାବଳି ଭେଟି, ୨୫ ପ୍ରତିଶତ ବଢିଲା ପାରିଶ୍ରମିକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଘୋଷଣା କରିଛନ୍ତି । ଏହାଦ୍ବାରା  ଓଡିଶା ସରକାରଙ୍କ…

ଠିକା କର୍ମଚାରୀଙ୍କ ପାଇଁ ନବୀନ ସରକାରଙ୍କ ଐତିହାସିକ ନିଷ୍ପତ୍ତି, ପ୍ରଥମ ବର୍ଷ ଚାକିରି ପରେ ଦରମାର ୫୦ ପ୍ରତିଶତ ଅଧିକ…

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି। ଠିକା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପାର୍ବଣ ଭେଟି। କଣ୍ଟ୍ରାକ୍‌ଚ୍ୟୁଆଲ ଏମ୍ପ୍ଲୟି ବଦଳରେ ଏଣିକି ସେମାନଙ୍କୁ ଇନିସିଆଲ ଆପଏଣ୍ଚିଜ୍‌ କୁହାଯିବ । ଏହା ସହ ପ୍ରଥମ ବର୍ଷର ଚାକିରି ପରେ ସେମାନେ ଦରମାର ୫୦ ପ୍ରତିଶତ…