Browsing Tag

control high bp

ଦିନକୁ ଗୋଟେ ଚାମଚ ଖାଆନ୍ତୁ ଅଳସୀ(flaxseeds) , କରନ୍ତୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରାୟତଃ ସମସ୍ତଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳିଥାଏ। ଏପରି ସମସ୍ୟା ହେଲେ ଧମନୀରେ ରକ୍ତର ଚାପ ବଢିଯାଏ। ଯଦି ଆପଣ ଏହି ସମସ୍ୟାର ଚିକିତ୍ସା ନ କରାନ୍ତି, ତେବେ ହାର୍ଟ ଆଟାକ, ଷ୍ଟ୍ରୋକ୍‌ ଏବଂ କିଡନୀ ଫେଲ୍‌ ହେବାର ଆଶଙ୍କା ରହିଥାଏ। ଯଦି ଆପଣଙ୍କ…