ମଧୁମେହ ରୋଗୀମାନେ ପ୍ରତିଦିନ ଚୋବାଇ ଖାଆନ୍ତୁ ଏହି ପତ୍ର , ରକ୍ତ ଶର୍କରାକୁ କରିବ ନିୟନ୍ତ୍ରଣ
ଆମେ ସମସ୍ତେ ଜାଣିଛୁ ଯେ ପ୍ରକୃତି ହେଉଛି ସ୍ବାସ୍ଥ୍ୟର ଗନ୍ତାଘର। ପ୍ରକୃତିରେ ଏପରି ବହୁତ ଜିନିଷ ମିଳେ ଯାହାକୁ ଆମେ ଔଷଧ ଭାବେ ବ୍ୟବହାର କରିଥାଉ। ଏହା ବ୍ୟତୀତ ଏପରି କେତେକ ପ୍ରାକୃତିକ ବସ୍ତୁ ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆଜି ଏଗୁଡ଼ିକ ମଧ୍ୟରୁ ଆମେ ଏପରି ଏକ…