ଅମାନିଆ ପତ୍ନୀଙ୍କ ଯୋଗୁଁ ବରବାଦ ହେଉଛି ଘର ? ସିବିଏସ୍ଇ ପ୍ରଶ୍ନ ନେଇ ପ୍ରଶ୍ନ ଉଠାଇଲେ ସୋନିଆ ଗାନ୍ଧୀ, ତୁରନ୍ତ ହେଲା…
କେନ୍ୟୁଜ ଓଡିଶା : ସିବିଏସ୍ଇ ଦଶମ ପରୀକ୍ଷାରେ ଗୋଟିଏ ପ୍ରଶ୍ନ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ବିବାଦୀୟ ପ୍ରଶ୍ନକୁ ନେଇ ସଂସଦରେ ମଧ୍ୟ ଝଡ଼ ଉଠିଲାଣି । ଆଗେ ଜାଣି ନିଅନ୍ତୁ ପ୍ରଶ୍ନଟି କଣ ? ବିଭିନ୍ନ ପ୍ରଶ୍ନ ଭିତରେ ଥିବା ଏହି ପ୍ରଶ୍ନଟି ହେଉଛି ‘ପତ୍ନୀଙ୍କ ଦିଆଯାଉଥିବା…