Browsing Tag

CONVERSIONS OF HINDU GIRLS TO ISLAM IN PAKISTAN

ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଧର୍ମ ପରିବର୍ତ୍ତନ କରି ବାହାଘର କରାଯାଇଛି, ସୁଷମା ସ୍ୱରାଜ ଦେଲେ କଡ଼ା ଜବାବ

ନୂଆଦିଲ୍ଲୀ : ପୁଣି ସାମନାକୁ ଆସିଲା ପାକିସ୍ତାନର ଘୃଣ୍ୟ ରୂପ । ପାକିସ୍ତାନରେ ରହୁଥିବା ହିନ୍ଦୁ ଝିଅମାନଙ୍କ ଧର୍ମ ପରିବର୍ତ୍ତନ କରି ସେମାନଙ୍କୁ ବାହା କରି ଦିଆଯାଉଛି । ଏଭଳି ଏକ ଘଟଣା ପଦାକୁ ଆସିବା ପରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ହିନ୍ଦୁ ନାବାଳିକାଙ୍କ…