ପେଟ୍ରୋଲ ଦରରୁ ନିସ୍ତାର ପାଇଁ ପୁରୁଣା ମାରୁତି ୮୦୦ ଗାଡିକୁ ସୌର ଚାଳିତ କଲେ ଜନାର୍ଦ୍ଦନ
ବର୍ତ୍ତମାନ ସବୁଆଡେ ପ୍ରଦୂଷଣକୁ ନେଇ ଚିନ୍ତା ବଢୁଥିବା ବେଳେ ଅନ୍ୟପଟେ କଷ୍ଟ ଦାୟକ ହେଉଛି ବଡୁଥିବା ପେଟ୍ରୋଲ ଦର । ଏ ସବୁ ଭିତରେ ଜଣେ ସାଧାରଣ ଲୋକ ପେଶି ହୋଇ ନିଜର ଦୈନନ୍ଦୀନ ଚାହିଦା ମେଂଟାଇବା କଷ୍ଟକର ହୋଇପଡିଛି । କେନ୍ଦୁଝର ଜିଲ୍ଲାର ଜନାର୍ଦ୍ଦନ ଗିରୀ ଯେକି ଜଣେ ବୃତିରେ…