Browsing Tag

converted a barren mountain into a green forest

ଲଣ୍ଡା ପାହାଡରେ ସୃଷ୍ଟି କରିଛନ୍ତି ସବୁଜ ବନାନୀ, ଜଙ୍ଗଲକୁ ଜୀବନ ଭାବନ୍ତି ନୂଆପଡାର ଭୂଷଣ

ନୂଆପଡା(କେନ୍ୟୁଜ): ଲଣ୍ଡା ପାହାଡରେ ସୃଷ୍ଟି କରିଛନ୍ତି ସବୁଜ ବନାନୀ । କାନ୍ଧରେ କୁରାଢୀ ଆଉ ହାତରେ ଧନୁ ଧରି ଦୀର୍ଘ ୪୦ ବର୍ଷ ହେବ ନିର୍ଭୟରେ ଜଙ୍ଗଲ ସୁରକ୍ଷା କରିଆସୁଛନ୍ତି ଭୂଷଣ ବନଛୋର । ଜଙ୍ଗଲକୁ ଜୀବନ ଭାବୁଥିବା ନୂଆପଡା କେନ୍ଦୁପାଟି ଗାଁର ଭୂଷଣ ଏବେ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି…