Browsing Tag

corona vaccine

ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟାକ୍ସିନର ଫେଜ୍‌-୨ ଟ୍ରାଏଲକୁ ମିଳିଲା ମଞ୍ଜୁରୀ, ବିକଶିତ କରୁଛି ଭାରତ ବାୟୋଟେକ

କରୋନା ମହାମାରୀ ସହ ଲଢ଼ିବା ପାଇଁ ବିଶ୍ୱର ପ୍ରାୟ ସମସ୍ତ ବୈଜ୍ଞାନିକ ଯେଉଁ ରେକର୍ଡ ସମୟରେ ଭ୍ୟାକ୍ସିନ ନିର୍ମାଣ କରିଛନ୍ତି, ତାହା ଐତିହାସିକ। ଭ୍ୟାକ୍ସିନ ନିର୍ମାଣ ପ୍ରକ୍ରିୟାରେ ଅନେକ ସମୟ ଲାଗିଥାଏ, କିନ୍ତୁ ବୈଜ୍ଞାନିକମାନେ ବହୁତ କମ୍‌ ସମୟ ଭିତରେ ହିଁ କୋଭିଡ୍‌-୧୯ ଭ୍ୟାକ୍ସିନକୁ ବିକଶିତ…

‘ଟିକା ନେବା ନ ନେବା ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ କଥା’…ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମ୍‌କୋର୍ଟ; କହିଲେ କୋଭିଡ୍‌…

ଏଣିକି କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ। ପ୍ରତ୍ୟେକ ନାଗରିକ ନିଜ ଇଚ୍ଛା ଅନୁସାରେ ଟିକା ନେଇ ପାରିବେ। ଟିକା ନେବା ନ ନେବା, ପ୍ରତ୍ୟେକଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ସୋମବାର ସୁପ୍ରିମ୍‌କୋର୍ଟ କରୋନା ଭାଇରସ୍‌ ମୁକାବିଲା ନିମନ୍ତେ ଦେଶରେ ଟିକାକରଣ ଅଭିଯାନକୁ ନେଇ…

ଭାରତରେ ‘ନୋଭାଭାକ୍ସ’କୁ ମିଳିଲା ମଞ୍ଜୁରୀ, ୧୨-୧୮ ବର୍ଷର ପିଲାଙ୍କୁ ଦିଆଯିବ ଏହି ଟିକା

ଆସିଲା କରୋନା ସହ ଲଢ଼ିବାକୁ ଆଉ ଏକ ଟିକା। ଏବେ ମହାମାରୀ ବିରୋଧରେ ଯୁଦ୍ଧ ଆହୁରି ଜୋରଦାର ହେବ। ମଙ୍ଗଳବାର ନୋଭାଭାକ୍ସ (Novavax) ଓ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଭାରତରେ ୧୨ରୁ ୧୮ ବର୍ଷ ବୟସର କିଶୋରଙ୍କ ପାଇଁ କରୋନା ଭ୍ୟାକ୍ସିନ୍‌ର ପ୍ରଥମ ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ…

କୋର୍ବେଭାକ୍ସ ଟିକାକୁ DCGIର ଅନୁମତି: ୧୨ ରୁ ୧୮ ବର୍ଷ ପିଲାଙ୍କଠାରେ ହେବ ବ୍ୟବହାର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବିରୋଧରେ ଚାଲିଥିବା ସଂଗ୍ରାମ ମଧ୍ୟରେ ଆଉ ଏକ ଟିକା ଅନୁମୋଦନ ଦିଆଯାଇଛି | ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସି) ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଅନୁମତି ମିଳିଲା । ୧୨-୧୮ ବର୍ଷ ବୟସ୍କ ପିଲାଙ୍କ ଠାରେ…

ରାଜ୍ୟରେ ୬ କୋଟି ଛୁଇଁଲା କୋଭିଡ୍‌ ଟିକାକରଣ, ମୁଖ୍ୟମନ୍ତ୍ରୀ କହିଲେ ଏପରି

ଭୁବନେଶ୍ୱର (କେନ୍ୟୁଜ) : କୋଭିଡ ଟିକାକରଣରେ ଓଡ଼ିଶାର ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ୬କୋଟି ଡୋଜ ଛୁଇଁଲା କୋଭିଡ ଟିକାକରଣ। କୋଭିଡ ବିରୋଧୀ ଯୁଦ୍ଧରେ ଏହା ଏକ ବଡ଼ ସଫଳତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।…

୩୦୦୦ରୁ ଅଧିକ ଆମେରିକୀୟ ସୈନିକ ହୋଇ ପାରନ୍ତି ବହିଷ୍କୃତ! କରୋନା ଟିକା ନେବାକୁ ମନା କରିବାରୁ ନିଆଯାଉଛି…

ଆମେରିକାରେ କରୋନାର ବିପଦ ଟଳିନାହିଁ। ଏହାରି ଭିତରେ ଟିକା ନେଇ ନ ଥିବା ଆମେରିକୀୟ ସୈନିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କୁହାଯାଇଛି। ସେନା ବୁଧବାର ଘୋଷଣା କରିଛି କି, ସେ ବାଧ୍ୟତାମୂଳକ କୋଭିଡ୍‌-୧୯ ଟିକା ନେବାକୁ ମନା କରିଥିବା ସୈନିକମାନଙ୍କୁ ବରଖାସ୍ତ କରିବା…

କୋଟି କୋଟି ଟଙ୍କାର ନକଲି କରୋନା ଟିକା ଓ କିଟ ଜବତ, ଏସଟିଏଫର କାର୍ଯ୍ୟାନୁଷ୍ଠାନ

ବାରାଣସୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । କରୋନାକୁ ପ୍ରତିହତ କରିବାରେ ଟିକା ଏକମାତ୍ର ସାଧନ ହୋଇଥିବାରୁ କିଛି ଲୋକ ନକଲି ଟିକା କାରବାରରେ ଟଙ୍କା ରୋଜଗାର କରିବାର ମାଧ୍ୟମ ଭାବେ ବାଛି…

ଆଫଗାନିସ୍ତାନକୁ ୩ ଟନ୍‌ ଜୀବନ ରକ୍ଷାକାରୀ ଔଷଧ ପଠାଇଲା ଭାରତ, ତାଲିବାନ୍‌ କବ୍‌ଜା ପରେ ବି ଲଗାତାର କରୁଛି ସାହାଯ୍ୟ

ଆଫଗାନିସ୍ତାନକୁ ଜୀବନ ରକ୍ଷାକାରୀ ଔଷଧ ପଠାଇଲା ଭାରତ। ଭାରତ ପକ୍ଷରୁ ଆଫଗାନିସ୍ତାନକୁ ୩ ଟନ୍‌ ଆବଶ୍ୟକ ଜୀବନ ରକ୍ଷକ ମେଡିସିନ୍‌ ସମେତ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ମଧ୍ୟ ପଠାଯାଇଛି। ଏହାକୁ କାବୁଲର ଇନ୍ଦିରା ଗାନ୍ଧୀ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି।…

ମାସ୍କ ଓ ଟିକାରୁ ମିଳିଲା ମୁକ୍ତି! ଏଠାକାର ସରକାର ଲାଗୁ କଲେ ନୂଆ ନିୟମ, କରୋନାକୁ କହିଲେ ‘ଫ୍ଲୁ’

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ସହ ପୁଣିଥରେ ଫେରିଛି କଟକଣା। ଏବେ ଭାରତରେ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବା ସହ ସଟ୍‌ ଡାଉନ୍‌, ଲକ୍‌ ଡାଉନ୍‌ ପାଇଁ ସରକାର ଯୋଜନା କରୁଛନ୍ତି। କିନ୍ତୁ ୟୁରୋପୀୟ ଦେଶରେ ଏହାର ଓଲଟା ଦେଖିବାକୁ…

ବୃଦ୍ଧଙ୍କ ଶରୀରରେ କରୋନା ଟିକା ଦେଖାଇଲା ଚମତ୍କାର, ଅଚଳ ହୋଇଯାଇଥିବା ଅଙ୍ଗପ୍ରତ୍ୟେଙ୍ଗ କାମ କଲା

ଝାଡଖଣ୍ଡ : ଚମତ୍କାର ଦେଖାଇଲା କୋଭିଡ ଟିକା । ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବାର ଦିନକ ପରେ ଚାଲିବା ସହ କଥା ହେଲେ ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୫୫ ବର୍ଷୀୟ ବ୍ୟକ୍ତି । ଏଠାରେ ଥିବା ଜଣେ ବ୍ୟକ୍ତି ଦୁର୍ଘଟଣା ପରେ ଦୀର୍ଘଦିନ ଧରି…

‘ଟିକା ନାହିଁ ତ ଚାକିରି ନାହିଁ’, କର୍ମଚାରୀଙ୍କ ପାଇଁ ଏଭଳି ନିୟମ ଲାଗୁ କଲା ଏହି କମ୍ପାନୀ

କରୋନା ମହାମାରୀ ଏବେ ଭୀଷଣ ଭାବେ କାୟା ବିସ୍ତାର କରୁଥିଲେ ମଧ୍ୟ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଲୋକଙ୍କର ଏଭଳି ମନୋଭାବକୁ ଦୃଷ୍ଟିରେ ରଖି ଏକ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ନୂଆ ପଲିସି ବନାଇଛି। ଏହି ପଲିସି ଅନୁସାରେ, ଯେଉଁ କର୍ମଚାରୀ କରୋନା…

କରୋନା ପଜିଟିଭ ଲୋକ ହୋଇ ଯାଆନ୍ତୁ ଖୁସି! ଉଭୟ ଡୋଜ୍‌ ଟିକା ନେଇଥିଲେ ଆସୁଛି ‘ସୁପର ଇମ୍ୟୁନିଟି’, ୨୦୦୦ ପ୍ରତିଶତ ଅଧିକ…

କରୋନା ଭାଇରସ୍ ଟିକା ନେବା ପରେ ପଜିଟିଭ ବାହାରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ଲୋକମାନେ କରୋନା ଭ୍ୟାକ୍ସିନର ଉଭୟ ଡୋଜ୍ ନେଇ ସାରିଛନ୍ତି ଏବଂ ଏହାପରେ ବି ସେମାନେ ସଂକ୍ରମିତ ବାହାରୁଛନ୍ତି, ତ ସେମାନଙ୍କ ଭିତରେ 'ସୁପର ଇମ୍ୟୁନିଟି' ଆସି ଯାଉଛି।…