Browsing Tag

court

ପୋଡ଼ା ରୁଟି ଧରି କୋର୍ଟରେ ପହଞ୍ଚିଲା କଏଦୀ, କହିଲା- ଜଜ୍‌ ସାହେବ! ଜେଲରେ ଏମିତି ଖାଇବାକୁ ଦେଉଛନ୍ତି

ବିହାର: ବିହାର ଜେଲରେ ମିଳୁଥିବା ରୁଟି ଏବେ ଚର୍ଚ୍ଚାରେ ରହିଛି। ଜେଲରେ ମିଳୁଥିବା ପୋଡ଼ା ତଥା ଶୁଖିଲା ରୁଟି ନେଇ ଜଣେ କଏଦୀ ସିଧା କୋର୍ଟରେ ଯାଇ ପହଞ୍ଚି ଓ ଜଜ୍‌ଙ୍କୁ ସତ୍ୟତା ଦେଖାଇଥିଲେ। କଏଦୀଙ୍କ ହାତରେ ପୋଡ଼ା ରୁଟି ଦେଖି ପୋଲିସ ଓ ଅନ୍ୟ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ଘଟଣା…

ଭାରତରେ ବିଚାରପତି ହେବେ ଏବଂ ନ୍ୟାୟ କରିବେ ରୋବୋଟ: ରାଜସ୍ଥାନରେ ଆରମ୍ଭ ହେଲା ପ୍ରଥମ ଏଆଇ ଅଦାଲତ, କୋର୍ଟରେ ଆଉ ବର୍ଷ…

ଦିନକୁ ଦିନ ଯୁଗ ପରିବର୍ତ୍ତନ ହେବାକୁ ଲାଗିଛି। ବର୍ତ୍ତମାନ ସବୁ କାମ ଡିଜିଟାଲ ମାଧ୍ୟମରେ ହେଉଛି। ଯାହାପାଇଁ ଅନେକ କାମ ସହଜ ମଧ୍ୟ ହେଉଛି। ଖାସ କରି କୋଭିଡ୍ ସମୟରେ ଏହି ଅନଲାଇନ୍ କାମ ବା ଡିଜିଟାଲ କାମ ପାଇଁ କିଛି କାମରେ ଅସୁବିଧା ହୋଇ ନାହିଁ। ଏମିତିକି କୋର୍ଟ କଚେରୀ କାମ ମଧ୍ୟ କୌଣସି…

ଚାକୁଣ୍ଡା ଗଛ କଟାକୁ ନେଇ ହତ୍ୟା ମାମଲା: ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

ପୁରୀ (କେନ୍ୟୁଜ୍): ଏକ ହତ୍ୟା ମାମଲାର ବିଚାର କରି ୨୦ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ଏହି ରାୟ ଦେଇଛନ୍ତି ପୁରୀ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକିଶୋର ଲେଙ୍କା। ସୁବ୍ରତ ନାୟକଙ୍କ ସମେତ ଅନ୍ୟ ୧୯ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୩୦ ହଜାର…

ଖାଲି ସ୍ତ୍ରୀ ନୁହେଁ, ସ୍ୱାମୀ ବି ମାଗିପାରିବେ ଭରଣ ପୋଷଣ; ଜାଣନ୍ତୁ କ’ଣ କହେ ଆମ ଆଇନ୍‌

ବମ୍ବେ: ବିବାହ ବିଚ୍ଛେଦ ପରେ ସବୁବେଳେ ସ୍ୱାମୀ ହିଁ ସ୍ତ୍ରୀକୁ ଭରଣପୋଷଣ ପାଇଁ ଅର୍ଥ ଦେଇଥାଏ ନଚେତ୍‌ ତା’ ଦାୟିତ୍ୱ ନେଇଥାଏ। କିନ୍ତୁ ଆଇନ୍‌ରେ ସ୍ୱାମୀଙ୍କୁ ମଧ୍ୟ ଏହି ଅଧିକାର ଦିଆଯାଇଛି। ଯାହା ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ଭାରତୀୟ ଅଦାଲତ ଏବେ ଲୋକଙ୍କ ଅବସ୍ଥାକୁ ଦେଖି…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ବ୍ରହ୍ମପୁର (କେନ୍ୟୁଜ): ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୭ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ଆସିଷ୍ଟାଣ୍ଟ୍ ସେସନ ଜଜ କୋର୍ଟର ମାନ୍ୟବର ଜର୍ଜ ଅମରେଶ ନାୟକ । ଏହା ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ ଥିବା ବେଳେ ଏହାର ଅନାଦେୟ ୩ ମାସ ଜେଲ ଦଣ୍ଡ କରିବାକୁ ନିର୍ଦ୍ଦେଶ…

ବର୍ତ୍ତମାନ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ରାଜ୍ୟରେ ସ୍ଥାପନ ହେଲା ୧୪ଟି ସ୍ୱତନ୍ତ୍ର…

ଭୁବନେଶ୍ବର: ବର୍ତ୍ତମାନ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ରାଜ୍ୟରେ ସ୍ଥାପନ ହେଲା ୧୪ଟି ସ୍ୱତନ୍ତ୍ର ଅଦାଲତ । ଜିଲ୍ଲା ଜଜ୍‌ କ୍ୟାଡରର ୩ଟି ଓ ୧୧ଟି ସିଭିଲ ଜଜ କ୍ୟାଡରର କୋର୍ଟ ମଧ୍ୟ ସ୍ଥାପନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି…

ଏଠାରେ ଭୂତକୁ ଦିଆଯାଇଥାଏ ଥାର୍ଡ ଡିଗ୍ରୀ, ଯେଉଁଠି ବିଚାର କରିଥାନ୍ତି ହନୁମାନ

ଆପଣମାନେ ଶୁଣିଥିବେ ସାଧାରଣତଃ ପୋଲିସ୍‌ ଅପରାଧୀର ଦୋଷ ପ୍ରମାଣିତ କରିବା ପାଇଁ ଥାର୍ଡ ଡିଗ୍ରୀର ବ୍ୟବହାର କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଭୂତ, ପ୍ରେତ କିମ୍ବା ଖରାପ ଆତ୍ମାକୁ ଥାର୍ଡ ଡିଗ୍ରୀ ଦିଆଯାଇଥାଏ। ଆଜ୍ଞା ର୍ହ କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ବିଲକୁଲ୍‌ ସତ। ଆପଣମାନେ…

ନୟାଗଡ଼: ଜିଲ୍ଲା ଦୌରା ଜଜ୍‌ କୋର୍ଟର ତଳ ମହଲାରେ ଜମୁଛି ପାଣି, ପ୍ରତିବାଦରେ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ

ନୟାଗଡ଼ ଜିଲ୍ଲା ଦୌରା ଜଜ୍‌ କୋର୍ଟ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବା ଘଟଣାକୁ ନେଇ କଲମଛାଡ଼ ଆନ୍ଦୋଳନ। ବର୍ଷା ଦିନ ଆସିଲେ, ନୂଆ କରି ନିର୍ମାଣ ହୋଇଥିବା ଜିଲ୍ଲା ଦୌରା ଜଜ୍‌ କୋର୍ଟର ତଳ ମହଲାରେ ପାଣି ଜମୁଥିବା ଅଭିଯୋଗ ହୋଇଛି। କୋର୍ଟକୁ ଆସୁଥିବା ଓକିଲମାନେ ଅସୁବିଧାର ସମ୍ମୁଖୀନ…

ସମସ୍ୟା ଘେରରେ ନୟାଗଡ଼ ଜିଲ୍ଲା କୋର୍ଟ

ନୟାଗଡ଼(କେନ୍ୟୁଜ୍): ସମସ୍ୟା ଘେରରେ ନୟାଗଡ଼ ଜିଲ୍ଲା କୋର୍ଟ । ସାମାନ୍ୟ ବର୍ଷା ହେଲେ ବି କୋର୍ଟ ଭିତରେ ଜମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଦିନେ ଦୁଇ ଦିନ ନୁହେଁ, ମାସ ମାସ ଧରି ଜମି ରହୁଛି ପାଣି । ୨୫କୋଟି ଟଙ୍କାରେ ନିର୍ମିତ ଏହି ନୂତନ କୋଠାର ଅବ୍ୟବସ୍ଥା ଆରମ୍ଭରୁ ଲାଗି ରହିଛି । ଆଉ…

ବେଲ୍ ମିଳିଲା ଜଣକୁ କିନ୍ତୁ ଜେଲରୁ ବାହାରିଲା ଆଉ ଜଣେ

କୋର୍ଟ ବେଲ୍ ଦେଲେ ଜଣକୁ ହେଲେ ଜେଲରୁ ବାହାରିଲେ ଆଉ ଜଣେ । ଆଜ୍ଞା ହଁ , ଏଭଳି ଏକ ଘଟଣା ଘଟିଛି ବିହାରର ସିୱାନରେ । ପ୍ରକୃତରେ ଡକାୟତି ମାମଲାରେ ଗିରଫ ହେଇଥିବା ଦୁଇ ଅଭିଯୁକ୍ତଙ୍କ ନାମ ସମାନ ଥିଲା । ତେବେ ଯେଉଁ ଅଭିଯୁକ୍ତକୁ କୋର୍ଟ ବେଲ୍ ଦେଇଥିଲେ ତା ସ୍ଥାନରେ କ୍ଲର୍କର ଭୁଲ୍ ଯୋଗୁଁ…

ମଦ ପିଇ ନିଶାରେ ଗାଡି ଚଲାଉଥିଲେ ଯୁବକ, କୋର୍ଟ ଦେଲେ ଐତିହାସିକ ଦଣ୍ଡ

ନୂଆଦିଲ୍ଲୀ : ଦିନକୁ ଦିନ ମଦ ପିଇ ଗାଡି ଚାଳକଙ୍କ ଯେପରି ଭାବରେ ଦୁର୍ଘଟଣା ଘଟୁଛି ତାହା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଛି। ବାରମ୍ବାର ସଚେତନତା ଓ ଫାଇନ ସତ୍ତ୍ୱେ ଦୁର୍ଘଟଣା କମିବାର ନାଁ ନେଉ ନାହିଁ। ଏଭଳି ସ୍ଥିତିରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଜଣେ ମଦ୍ୟପ ଯୁବକ…

୮ବର୍ଷ ନାବାଳକର ପ୍ରତିଶୋଧ, ଦେଢ଼ବର୍ଷ ଶିଶୁକୁ ପାଣିରେ ବୁଡାଇ କଲା ହତ୍ୟା

ଦୁନିଆରେ ଘଟୁଥିବା ଅଘଟଣ ଏବଂ ଦୁର୍ଘଟଣା ବେଳେବେଳେ ମନୁଷ୍ୟର ଚିନ୍ତାଧାରାକୁ ମଧ୍ୟ ଆଘାତ ପହଞ୍ଚାଇଥାଏ। ଠିକ୍ ସେହିପରି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଦିଲ୍ଲୀ ଫତେହପୁର ଅଞ୍ଚଳର ଏକ ଛୋଟ ଗ୍ରାମରେ। କୋମଳ ଭାବନାତ୍ମକ ବୟସରେ ଏକ ୮ବର୍ଷର ନାବାଳକ ପ୍ରତିଶୋଧ ନେବା ପାଇଁ…