Browsing Tag

covid

ଟଳିନି ବିପଦ ! କରୋନାରୁ ସୁସ୍ଥ ହେବା ପରେ ବଢୁଛି ବ୍ରେନ ଷ୍ଟ୍ରୋକ ଓ ହୃଦ ରୋଗ ଆଶଙ୍କା : ବୈଜ୍ଞାନିକ କହିଲେ ଚିନ୍ତାଜନକ

ନୂଆଦିଲ୍ଲୀ : କରୋନା ସୁସ୍ଥ ହେବା ପରେ ମଧ୍ୟ ଟଳିନି ବିପଦ। କରୋନାରୁ ସୁସ୍ଥ ହେବା ପରେ ବଢୁଛି ବ୍ରେନ ଷ୍ଟ୍ରୋକ ଓ ହୃଦ ରୋଗ ଆଶଙ୍କା। କମ ବୟସରେ ମଧ୍ୟ ହୃଦଘାତ ହେଉଛି। କରୋନାର ଦ୍ୱିତୀୟ ଲହର ପରେ ଏହି ସମସ୍ୟା ବଢିଯାଇଛି। ନାରାୟନ ହେଲଥ୍‌ର ଅଧ୍ୟକ୍ଷ ଦେବୀ ପ୍ରସାଦ ସେଠୀଙ୍କ ଅନୁଯାୟୀ, କରୋନା…

ନୂଆଁ ରିସର୍ଚ୍ଚରେ ଏମିତି କଥା ସାମନାକୁ ଆସିଲା, ଲଙ୍ଗ କୋଭିଡ କେତେ ବିପଜ୍ଜନକ

କୋଭିଡର ପ୍ରଭାବ ତ ଆମେ ଦେଖିସାରିଛେ । କିନ୍ତୁ କୋଭିଡ ପରର ପ୍ରଭାବ କେତେ ତାହା ଅନୁଭବ କଲେଣି କି । ଅନେକ ଏଭଳି ରୋଗୀ ଅଛନ୍ତି ଯେଉଁମାନଙ୍କ ଉପରେ କୋଭିଡର ପ୍ରଭାବ ଲମ୍ବା ସମୟ ଧରି ଦେଖାଯାଉଛି । ଯାହାକୁ ଲଙ୍ଗ କୋଭିିଡ ବୋଲି କୁହାଯାଉଛି । କେଉଁ ରୋଗୀ ମଧ୍ୟରେ ଲଙ୍ଗ କୋଭିଡର ପ୍ରଭାବ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୯୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଏହା ହଜାରେ ତଳକୁ ରହିଛି କରୋନା ସଂକ୍ରମଣ। ଗତକାଲି ୧୦୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୬୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩୧ ଜଣ ପଜିଟିଭ…

୨୦୦ କୋଟିରୁ ଅଧିକ କରୋନା ଟିକା ଦେଇ ବିଶ୍ୱ ରେକର୍ଡ କଲା ଭାରତ, ଶୁଭେଚ୍ଛା ଜଣାଇଲେ ମୋଦି

କରୋନା ଟିକାକରଣ ଅଭିଯାନରେ ଭାରତ ପୁଣି ଥରେ ନୂଆ ରେକର୍ଡ ସୃଷ୍ଟି କରିଛି। ଏଥରକ ୨୦୦ କୋଟି କରୋନା ଟିକା ଦେଇ ରେକର୍ଡ କରିଛି ଭାରତ। ଏହି ରେକର୍ଡ କରିବାରେ ପୂରା ବିଶ୍ୱରେ ଭାରତ ପ୍ରଥମ। ଏହି ସଂଖ୍ୟାକୁ ପୂରା କରିବାକୁ ଭାରତକୁ ୧୮ ମାସ ସମୟ ଲାଗିଛି। ଦେଶରେ କୋଭିଡ୍‌-୧୯ ରୋଧକ ଟିକା ଦେବାରେ…

ଏଣିକି ଦଶମ ପିଲା ପଢ଼ିବେ କୋଭିଡ୍ ପାଠ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର (କେନ୍ୟୁଜ): ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏବର୍ଷ କୋଭିଡ୍‌ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ ପଢ଼ିବେ। ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଦଶମ ଶ୍ରେଣୀର ଜୀବ…

ସୋନିଆ ଗାନ୍ଧୀଙ୍କ ଶ୍ୱାସନଳୀରେ ସଂକ୍ରମଣ, କରୋନା ପରେ ନାକରୁ ପଡ଼ିଥିଲା ରକ୍ତ! ଜୟରାମ ରମେଶ ଜାରି କଲେ ହେଲ୍‌ଥ ଅପଡେଟ୍‌

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗତ କିଛିଦିନ ତଳେ କରୋନା ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ସେ ନେଇ ହେଲ୍‌ଥ ଅପ୍‌ଡେଟ ଦେଇଛି କଂଗ୍ରେସ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଜୁନ୍‌ ୧୨ରେ ସୋନିଆ ଗାନ୍ଧୀଙ୍କ ନାକରୁ ରକ୍ତ ବାହାରିଥିଲା, ଏହାପରେ ସଙ୍ଗେ…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ; ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ…

(କେନ୍ୟୁଜ): ଏବେବି କୋଭିଡ ଚ୍ୟାଲେଞ୍ଜ ସରିନି । ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ଆବଶ୍ୟକ। ୨ ସପ୍ତାହ ଧରି କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ିଛି । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର କୋଭିଡ ସ୍ଥିତି ନେଇ ସବୁ…

କରୋନା XE ଭାରିଅଣ୍ଟର ଶିକାର ହୋଇଛି କି ଆପଣଙ୍କ ପିଲା, ଜାଣନ୍ତୁ ଲକ୍ଷଣ

କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଯାଇଛି। ଦେଶରେ ଏବେ ଧିରେ ଧିରେ କରୋନା ସଂକ୍ରମଣ ବଢୁଥିବା ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରେ ସ୍କୁଲ ମଧ୍ୟଖୋଲିଛି। ତେଣୁ ପିଲାଙ୍କୁ କରୋନା ହେବାର ଅଧିକ ସମ୍ଭାବନା ରହିଛି। କରୋନାର ନୂଆ ଭାରିଏଣ୍ଟ ଏକ୍ସଇ ଆସିବା ପରେ ପିଲା କରୋନା ସଂକ୍ରମିତ ହେବା ଘଟଣା…

ଚାଇନାରେ ପୁଣି ବଢୁଛି କୋଭିଡ ମାମଲା, ଲକ୍ଷଣ ଜାଣନ୍ତୁ

ଚାଇନାରେ ପୁଣି ବୃଦ୍ଧି ପାଉଛି କୋଭିଡ ମାମଲା । କରୋନା ମାମଲା ବୃଦ୍ଧି ହେତୁ ୧୧ଟି ସହରରେ ତାଲା ପଡିବା ସହ ୩ କୋଟି ଲୋକେ ଏବେ ଲକଡାଉନରେ ରହିଛନ୍ତି । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ଏପର୍ଯ୍ୟନ୍ତ ପାଖାପାଖି ୬୦୦୦ରୁ ଉର୍ଦ୍ଧ୍ୱଟି ନୂଆ ମାମଲା ସାମନାକୁ ଆସିଛି । ଯେଉଁ ସହର…

ଭାଇରସ ଓ ପ୍ରଦୂଷଣ ଦୁଇଟିରୁ ରକ୍ଷା କରିବ ନାସୋ 95 ! ମାସ୍କ ଠାରୁ ପିନ୍ଧିବା ସହଜ

ଆପଣ ଜାଣନ୍ତି କୋଭିଡ ସମୟରେ ମାସ୍କ କିଭଳି ଭୂମିକା ନିଭାଇଛି । ଏମିତିିକି ଏବେ ବି ଆମେ ବିନା ମାସ୍କରେ ବାହାରକୁ ଯିବା ଠିକ ନୁହେଁ । ମାସ୍କ ଏବେ ଆମ ଶରୀରର ଅଙ୍ଗ ଭଳି । ସରକାରୀ ସ୍ତରରେ ଏନ ୯୫ ମାସ୍କକୁ ପରିଧାନ କରିବାକୁ କୁହାଯାଇଛି । କିନ୍ତୁ ବଜାରରେ ବିଭିନ୍ନ ପ୍ରକାରର ମାସ୍କ ବିକ୍ରି…

କୋଭିଡ୍‌ ପୂରା ଚାଲିଯିବ ନା ଏମିତି ଥିବ, ଆଗକୁ କଣ ହେବ ମଣିଷର ଭାଗ୍ୟ ?

ଯଦିଓ ଓକିକ୍ରନକୁ ହାଲକା ଭାବରେ ବିବେଚନା କରାଯାଉଛି । କିନ୍ତୁ ଏହା ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ ବୋଲି ବି ଚିନ୍ତା କରାଯାଉଛି । ଭାଇରସର ଏହି ଷ୍ଟ୍ରେନ କେତେ ପରିମାଣରେ ସଂକ୍ରମିତ ହୋଇଛି ତାହା ଏକ ନୂତନ ଗ୍ରାଫରେ ପ୍ରକାଶ ପାଇଛି । ଏହା ମଧ୍ୟ କୁହାଯାଇଛି କିି ଖରାପ ଅବସ୍ଥା ଆସିବ ନାହିଁ…

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିପାରିବେ ଆଣ୍ଠୁଗଣ୍ଠି ବାତ ମେଡିସିନ୍‌ ଟୋସିଲଜୁମାବ , WHO ଦେଲା ଅନୁମତି

କୋଭିଡ ରୋଗୀଙ୍କୁ ଭଲ କରିବ ଆଣ୍ଠୁଗଣ୍ଠି ବାତ ଔଷଧ । ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଆଣ୍ଠୁ ଗଣ୍ଠି ବାତ ରୋଗ ଔଷଧକୁ ବ୍ୟବହାର କରାଯିବ । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁମତି ଦେଇଛି । ଆଣ୍ଠୁଗଣ୍ଠି ବାତ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଟୋସିଲିଜୁମାବ କୋଭିଡ…