Browsing Tag

cuttack

ବାରବାଟୀରେ ଖେଳାଯିବ ଲିଜେଣ୍ଡସ ଲିଗ୍‌ ଟି-ଟ୍ୱେଣ୍ଟି : ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି

କଟକ(କେନ୍ୟୁଜ୍):  ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡସ ଲିଗ୍‌ ଟି-ଟେ୍ଵଣ୍ଟି ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି । ତିନିଟି କାଉଣ୍ଟରରେ ଏହି ଟିକେଟ ବିକ୍ରି ଆରମ୍ଭ ହୋଇଛି । ମୋଟ ୮ ହଜାର ୪୨୧ଟି ଟିକେଟ ଅଫଳାଇନରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି । ୨ ନମ୍ବର, ୪ ନମ୍ବର…

ପୁଣି କଟକରୁ ଜବତ ହେଲା ୨୨ ଲକ୍ଷ ଟଙ୍କାର ନକଲି ମେଡିସିନ

 କଟକ(କେନ୍ୟୁଜ୍): ପୁଣି କଟକରୁ ଜବତ ହେଲା ୨୨ ଲକ୍ଷ ଟଙ୍କାର ନକଲି ମେଡିସିନ। କଟକର ତିନୋଟି ଫାର୍ମରୁ ଜବତ ହୋଇଛି ନକଲି ଔଷଧ। ନିମଚଉଡି ସ୍ଥିତ କ୍ୟାଲ ଏଜେନ୍ସି , ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଏବଂ ଏମ ଏଚ ଫର୍ମାସିସ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମେଡ଼ିସିନ ଜବତ ହୋଇଛି।…

କଟକ ସଦର ଥାନା ପୋଲିସକୁ ସଫଳତା: ଧରାପଡ଼ିଲେ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌, ମାଷ୍ଟରମାଇଣ୍ଡ ସମେତ ୪ ଗିରଫ

କଟକ(କେନ୍ୟୁଜ୍):ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ପାଞ୍ଚଟି ଚାରି ଚକିଆ ଯାନ ଜବତ କରିବା ସହ ଦୁଇଟି ବାଇକ ଜବତ କରିଛି ପୋଲିସ । ଚୋରି ଗାଡି ଭିତରେ କିଛି ରାଜ୍ୟ ବାହାରର ଗାଡି ମଧ୍ୟ ରହିଛି। ଚାରି ଚକିଆ ଯାନ ଭିତରେ ଦୁଇଟି ପିକ୍‌ଅପ ଭ୍ୟାନ୍‌, ଦୁଇଟି…

କଟକରେ ନକଲି ମେଡ଼ିସିନ୍‌ କାରବାର ଘଟଣା: ରାଜ୍ୟ ବାହାରକୁ ଗଲା କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌

କଟକ(କେନ୍ୟୁଜ୍):କଟକରେ ନକଲି ଔଷଧ କାରବାର ଘଟଣା। ରାଜ୍ୟ ବାହାରକୁ ଗଲା କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌। ବିହାର ଯାଇଛି ୪ ଜଣିଆ ଟିମ୍‌। ଔଷଧର ଉତ୍ସ ନେଇ ଖୋଳତାଡ଼ କରିବ ଟିମ୍‌। କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ଏନେଇ କଟକ ଡିସିପି ପିନାକ…

ଏସସିବି ମେଡିକାଲ ଭିତରେ ମଦ ପିଇବା ଘଟଣା, ଚାକିରିରୁ ତଡ଼ା ଖାଇଲେ ଲିଫ୍ଟ୍ ଅପରେଟର

କଟକ(କେନ୍ୟୁଜ୍): ଏସସିବି ମେଡିକାଲ ଭିତରେ ମଦ ପିଇବା ଘଟଣା। ଚାକିରିରୁ ତଡ଼ା ଖାଇଲେ ଲିଫ୍ଟ୍ ଅପରେଟର ସନ୍ତୋଷ ଦାସ। ଭାଇରାଲ  ଭିଡିଓରେ ସନ୍ତୋଷ ଦିନରେ ବୋତଲରୁ ଗ୍ଲାସକୁ ମଦ ଢାଳୁଥିବା ଦୃଶ୍ୟ ଥିଲା। ଏହି ଘଟଣାକୁ ଗୁରୁତର ସହକାରେ ନେଇ ଏସସିବି କର୍ତ୍ତୃପକ୍ଷ ଲିଫ୍ଟ କର୍ମଚାରୀଙ୍କୁ ଆଜି…

କଟକ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍, SCB ମେଡିକାଲ ସଂପ୍ରସାରଣ କାର୍ଯ୍ୟ କଲେ ତଦାରଖ

କଟକ (କେନ୍ୟୁଜ): SCB ଓ ତାଳଦଣ୍ଡା କେନାଲ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭି.କେ. ପାଣ୍ଡିଆନ । କଟକ ଗସ୍ତ କରି SCB ଓ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ। ଏଥିସହ ଛତ୍ରବଜାର ଭେଣ୍ଡିଙ୍ଗ ଜୋନ୍‌ ଓ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନର…

କଟକ ଜିଲ୍ଲା ନରସିଂହପୁର ପଦାମାଳ ଗାଁରେ ଅଘଟଣ: ଗ୍ୟାସ୍‌ ଟାଙ୍କି ଫାଟି ୯ ଆହତ

ଆଠଗଡ଼(କେନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର ବ୍ଲକ ପଦାମାଳ ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ୨ ବଖରା ଜଳିବା ସହ ୯ ଜଣ ଆହତ । ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର । ସମସ୍ତଙ୍କୁ କାନପୁର ଡାକ୍ତର ଖାନାରେ ଭର୍ତି କରାଯାଇଛି । ତେବେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି । ସେପଟେ ନିଆଁକୁ…

ପେସାଗତ ଅପରାଧୀ ସାବଧାନ ! କଟକରେ ୨୦୧ଟି ଲାଇଭ ସିସିଟିଭି ହେଲା କାର୍ଯ୍ୟକ୍ଷମ

କଟକ(କେନ୍ୟୁଜ୍): କଟକ ଡିସିପିଙ୍କ କାର୍ଯ୍ୟାଳୟରେ ମଡର୍ଣ୍ଣ ସିସିଟିଭି କଣ୍ଟ୍ରୋଲ ରୁମ ଉଦ୍‌ଘାଟିତ। ଡିସିପି ପିିନାକ ମିଶ୍ର ଏହାକୁ ଉଦ୍‌ଘାଟନ କରି ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଧିକ ସଂଖ୍ୟକ ଲାଇଭ ଦୃଶ୍ୟ ମିଳିପାରୁଥିବା କହିଛନ୍ତି। ଆଜି ସୁଦ୍ଧା ୨୦୧ଟି ଲାଇଭ ସିସିଟିଭି…

ରିଅଲ ଇଷ୍ଟେଟ ବିବାଦରେ ଓରେରାର କ୍ଷମତା ରହିଛି: ହାଇକୋର୍ଟ

କଟକ(କେନ୍ୟୁଜ୍): ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି ବା ଓରେରା ନିର୍ଦ୍ଦେଶକୁ ମାନୁ ନାହାନ୍ତି ବିଲଡର। ଓଡ଼ିଶାରେ ଓରେରାର କୌଣସି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ନାହିଁ। ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ମାମଲା। ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।…

ହାଇଦ୍ରାବାଦର ସିକନ୍ଦରାବାଦରେ ଲଜ୍‌ରେ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଦମ୍ପତି

କଟକ(କେନ୍ୟୁଜ୍):  ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦରେ ଏକ ଲଜ୍‌ରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିରେ କଟକର ଏକ ଦମ୍ପତି ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ଥିବା 'ରୁବି ଲଗ୍‌ଜରୀ ପ୍ରାଇଡ' ନାମକ ଲଜ୍‌ରେ…

ଯେସାକୁ ତେସା: ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ପଠାଇ ରୋଡରେ ଥାପଡ଼ ଖାଇଲା ରୋମିଓ

କଟକ(କେନ୍ୟୁଜ୍): ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ପାୟଲ ପ୍ରିୟଦର୍ଶିନୀ ନାମକ ଜଣେ ମହିଳାଙ୍କୁ ରଜତ ମହାନ୍ତି ନାମକ ଏକ ଯୁବକ ଅସଦ ଆଚରଣ କରୁଥିବାର ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳାଙ୍କ ବୟସ ୩୦ ବର୍ଷ। ଯୁବକ ଜଣକ  ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ପଠାଇବା ସହ ଖରାପ ଭାଷାରେ ଗାଳି ଗୁଳଜ…

କଟକ: ପ୍ରେମିକ ଘରେ ଗ୍ରହଣ ନକରିବାରୁ ପ୍ରେମିକାର ଧାରଣା

ଟାଙ୍ଗୀ(କେନ୍ୟୁଜ୍):   ଉଭୟଙ୍କୁ ଧରି ଏକ ମାମଲା ରୁଜୁ କରି ଝିଅକୁ ତାର ବାପ ସହିତ ବିଦା କରିଥିଲା ବେଳେ ଗଙ୍ଗାଧରକୁ ଜେଲ ହାଜତକୁ ପଠାଇ ଦେଇଥିଲେ । ଝିଅକୁ ତାର ପିତା ଓ ପରିବାର ଲୋକ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବାରୁ ସେ ଆଜି ତାର ପ୍ରେମିକ ଘର ସାନ କେଶରପୁର ଗ୍ରାମକୁ ଚାଲି ଆସି…