Browsing Tag

debit card

ଏବେ କାର୍ଡ ନୁହେଁ ବରଂ ୟୁନିକ ଟୋକନ ସାହାଯ୍ୟରେ କରିବେ ଟଙ୍କା ପେମେଣ୍ଟ, ଆରବିଆଇର ଆସିଲା ନୂଆ ରୁଲ

ଆସିଲା ଡେବିଟ ଓଚ କ୍ରେଡିଟ କାର୍ଡକୁ ନେଇ ଆଉ ଏକ ବଡ଼ ସୂଚନା। ଆରବିଆଇ ଗ୍ରାହକଙ୍କ ଆକାଉଣ୍ଟକୁ ସେଫ୍‌ ରଖିବା ପାଇଁ ଏଭଳି ନିଷ୍ପତ୍ତତି ନେଇଛି। କ୍ରେଡିଟ କାର୍ଡ ତଥା ଡେବିଟ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆସନ୍ତା ମାସରୁ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ୧ ଅକ୍ଟୋବରରୁ…

ଏବେ ବିନା ଓଟିପିରେ କରିହେବ ଅଟୋ ଡେବିଟ ରିକରିଂ ପେମେଣ୍ଟ, ଆରବିଆଇ ଜାରି କଲା ନୂଆ ନିୟମ

ଆଜିଠୁ ଡେବିଟ୍‌ ଓ କ୍ରେଡିଟ୍‌ କାଡ୍‌ର ନୂଆ ନିୟମ ଲାଗୁ ହୋଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ସୂଚନା ଦେଇଛନ୍ତି। ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଟୋ ଡେବିଟ ରିକରିଙ୍ଗ ପେମେଣ୍ଟ ପାଇଁ ଏଣିକି ଆଉ OTP ଦରକାର ନାହିଁ । ପୂର୍ବରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଟୋ ଡେବିଟ ରିକରିଙ୍ଗ…

ଆସନ୍ତା କାଲି ଠାରୁ ଲାଗୁ ହେବ ନୂଆ UPI ନିୟମ: ଏଣିକି Aadhaar-OTP ଦ୍ୱାରା କରିହେବ ଆକ୍ଟିଭ, Debit Cardର ହେବନି…

ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ମାଧ୍ୟମରେ ଆପଣମାନେ ସହଜରେ ଅର୍ଥ ଟ୍ରାନ୍ସଫର କରିଥାନ୍ତି । ଏଥିପାଇଁ ଆପଣଙ୍କୁ UPI ସହାୟକ ଆପ୍ ଯେପରିକି ପେଟିଏମ୍, ଫୋନ୍ ପେ, BHIM, ଗୁଗୁଲ୍ ପେ ଇତ୍ୟାଦି ଦରକାର । ବିଶେଷ କଥା ହେଉଛି ସ୍କାନର୍, ମୋବାଇଲ୍ ନମ୍ବର, UPI ID ପରି କେବଳ ଗୋଟିଏ…

ନୂଆବର୍ଷରେ ଏହିସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ, ଏବେଠୁ ଜାଣିିନିଅନ୍ତୁ

ବର୍ଷ ୨୦୨୧ର ଶେଷ ମାସ ମାନେ ଡିସେମ୍ବର ମାସରେ ଆମେ ବର୍ତ୍ତମାନ ଅଛୁ। ଆଗକୁ ଆସୁଛି ନୂଆବର୍ଷ। ଏହିଦିନ ଠାରୁ ଅନେକ ବଡ଼ ବଡ଼ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ଦୈନିକ ଜୀବନଶୈଳୀ ଉପରେ ପଡ଼ିବ। ଆଜି ଆମେ ଏହା ସମ୍ପର୍କରେ ବିସ୍ତାର ରୂପେ କହିବୁ। ଆଗକୁ ପଢ଼ନ୍ତୁ…

ନିୟମ ଅବମାନନା ପାଇଁ Mastercardର ଡେବିଟ-କ୍ରେଡିଟ କାର୍ଡ ଉପରେ ଲାଗିଲା ରୋକ

Mastercard ଉପରେ RBI ର କଡ଼ା ଚେତାବନୀ । ଭାରତୀୟ ରିଜର୍ଭ ବ୍ୟାଙ୍କ Mastercard ଉପରେ ଲାଗୁ କରିଛି ନୂଆ ନିୟମ । RBI ର ଏହି ନିୟମ ଅନୁଯାୟୀ କୌଣସି ବ୍ୟାଙ୍କ Mastercard ର ଡେବିଟ କିମ୍ବା କ୍ରେଡିଟ କାର୍ଡ ଜାରୀ କରିପାରିବେ ନାହିଁ । RBI ଲଗାତାର ଭାବେ ବିଦେଶୀ ଫିନଟେକ ଏବଂ ଫାଇନାନ୍ସ…

ବନ୍ଦ ହେବ ଡେବିଟ୍‌-କ୍ରେଡିଟ୍‌ କାର୍ଡରେ ମିଳୁଥିବା ଏହି ସୁବିଧା, ୧୬ ମାର୍ଚ୍ଚ ଯାଏଁ ଡେଡ୍‌ଲାଇନ୍‌

ଅନ୍‌ଲାଇନ୍‌ରେ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଟ୍ରାନ୍‌ଜାକ୍ସନ୍‌ କରୁଥିବା ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ମାର୍ଚ୍ଚ ୧୬ ତାରିଖ ପରେ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡରେ କେତେକ ବିଶେଷ ସୁବିଧା ବନ୍ଦ ହେବାକୁ ଯାଉଛି। ରିପୋର୍ଟ ମୁତାବକ ଗତ କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏକ…

ଡେବିଟ୍‌ କାର୍ଡକୁ ଶେଷ କରିବାକୁ ଚାହୁଁଛି SBI, କିନ୍ତୁ କାହିଁକି ଜାଣନ୍ତୁ ଏହି ରିପୋର୍ଟରୁ. . .

ଦେଶର ସବୁଠାରୁ ବଡ ବ୍ୟାଙ୍କ୍‌ ଏସବିଆଇ ଡେବିଟ କାର୍ଡକୁ ଶେଷ କରିବାର ଲକ୍ଷ୍ୟ ରଖିଛି। ଯଦି ଏସବିଆଇର ଏହି ଯୋଜନା ସଫଳ ହୁଏ ତେବେ ପ୍ଲାଷ୍ଟିକ ଡେବିଟ କାର୍ଡ ଅତୀତ ହୋଇଯିବ। ବ୍ୟାଙ୍କ ଏହି କାର୍ଡ ସ୍ଥାନରେ ଡିଜିଟାଲ ପେମେଣ୍ଟ ପ୍ରଣାଳୀ ଆଣିବା ଦିଗରେ କାମ କରୁଛି। ବ୍ୟାଙ୍କର ଚେୟାରମ୍ୟାନ…

ଅନଲାଇନ୍ କିଣାକିଣି କରୁଥିବା ସମୟରେ ଆଉ ଜରୁରୀ ନୁହଁ କ୍ରେଡିଟ ଏବଂ ଡେବିଟ କାର୍ଡ ନମ୍ବର ଦେବା

ନୂଆଦିଲ୍ଳୀ : ଡେବିଟ, କ୍ରେଡିଟ କାର୍ଡ ଏବଂ ପ୍ରିପେଡ ଟ୍ରାଞ୍ଜାକସନକୁ ଅଧିକ ସୁରକ୍ଷିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏକ ନୂତନ ସେବା ଆରମ୍ଭ କରିଛି। ଚଳିତବର୍ଷ ଜାନୁଆରୀ ୮ରୁ ଲାଗୁ ହୋଇଥିବା ଏହି ନିୟମରେ ଗ୍ରାହକଙ୍କୁ ନିଜ କାର୍ଡର ମୂଳ ନମ୍ବର କିଣାକିଣି ସମୟରେ ଆଉ…

ସାବଧାନ୍ ! : ଫିକା ହେବ ଫେଷ୍ଟିଭ୍ ସିଜନ୍, ୧୫ ଅକ୍ଟୋବରରୁ ବନ୍ଦ ହୋଇପାରେ ଆପଣଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ

ଫିକା ହେବ ଫେଷ୍ଟିଭ୍ ସିଜନ୍ । ୧୫ ଅକ୍ଟୋବର ପରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ ସମସ୍ତ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ । ଏହାର ପଛର କାରଣ ହେଉଛି ଆରବିଆଇର ଗୋଟିଏ ନିଷ୍ପତ୍ତି । ଯାହା ସମସ୍ତ ବ୍ୟାଙ୍କ୍ ଏବଂ କାର୍ଡ ଜାରି କରିଥିବା ବିଦେଶୀ କମ୍ପାନୀଙ୍କ ରାତିର ନିଦ ଉଡାଇଦେଇଛି । ଯଦି…

କ୍ରେଡ଼ିଟ୍‌ କିମ୍ବା ଡ଼େବିଟ୍‌ କାର୍ଡ଼ ହ୍ୟାକ୍‌ ହୋଇଛି କି ? ତୁରନ୍ତ କରନ୍ତୁ ଏହି କାମ

ପ୍ଲାଷ୍ଟିକ୍‌ ଟଙ୍କା ବା କାର୍ଡ଼ ବର୍ତ୍ତମାନ ସମସ୍ତଙ୍କ ଜୀବନରେ ଟଙ୍କା ଲେଣଦେଣର ସାଧାରଣ ଉପାୟ ପାଲଟିଛି। କ୍ରେଡ଼ିଟ୍‌ ଏବଂ ଡ଼େବିଟ୍‌ କାର୍ଡ଼ ଜୀବନକୁ ଯେତେ ସହଜ କରିଛି ଏଥିରେ ଚୋରି ହେବା ମଧ୍ୟ ସେତେ ସହଜ ହୋଇଛି। ଆପଣଙ୍କର କିିଛିଟା ଅସାବଧାନତା ଏବଂ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାୟବ…

ଖୁବ୍ ଶ୍ରୀଘ୍ର ଅଚଳ ହୋଇଯିବ ଆପଣଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ , ଆରବିଆଇ ଜାରି କଲା ଡେଡଲାଇନ୍

ଅଚଳ ହୋଇଯିବ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ।  ପୂର୍ବରୁ କେବଳ ଏସବିଆଇର ମ୍ଯାଗ୍ନେଟିକ୍ ଷ୍ଟ୍ରାଇପ୍ ବାଲା ଡେବିଟ୍ ଏବଂ ଡେବିଟ୍ କାର୍ଡ ୩୧ ଡିସେମ୍ବର ପରେ ବନ୍ଦ ହୋଇଯିବା ଖବର ଆସିଥିଲା । ମାତ୍ର ଏବେ ଏହି ନିୟମ ସମସ୍ତ ବ୍ଯାଙ୍କର ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଉପରେ ଲାଗୁ କରାଯିବ । ଏନେଇ…

ଡେବିଟ୍ କାର୍ଡକୁ କେମିତି ରଖିବେ ସୁରକ୍ଷିତ ? ଜାଣନ୍ତୁ ୫ ଗୁରୁତ୍ବପୂର୍ଣ୍ଣ ଟିପ୍ସ

ଯେମିତି ଆମେ ସମସ୍ତେ ଜାଣିଛେ ଆଜି କାଲି କ୍ଯାସଲେସ୍ ଟ୍ରାଞ୍ଜାକ୍ସନର ବ୍ଯବହାର ବଢିଯାଇଛି । ପ୍ରାୟ ଲୋକ ସପିଂ, ବିଲ୍ ପେମେଂଟ୍ ସମସ୍ତ କାର୍ଯ୍ଯ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡରେ କାରିଥାନ୍ତି । ଏହା ସହ ବ୍ଯାଙ୍କରୁ ଟଙ୍କା ବାହାର କରିବାର ମୁଖ୍ଯ ମାଧ୍ୟମ ମଧ୍ୟ ହେଉଛି ଡେବିଟ୍…