Browsing Tag

differently abled girl singing song

ଜନ୍ମରୁ ଭିନ୍ନକ୍ଷମ କିନ୍ତୁ ସେ ସୁମଧୁର ସ୍ବରର ଅଧିକାରିଣୀ, ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଖୋଜୁଛନ୍ତି ରାହା

ଜଳେଶ୍ବର: ସତରେ କଥା ରେ ଅଛି ସୁନା ଥିଲେ କାନ ନାହିଁ, ଆଉ କାନ ଥିଲେ ସୁନା ନାହିଁ। ଆମେ ଏଠି କୌଣସି ସତ ସୁନା କଥା କହୁନୁ , ଆମେ ଏଠି କହୁଛୁ ସୁନା ଭଳି ଚମକୁଥିବା ଜଣେ ପ୍ରତିଭାବାନ କଣ୍ଠଶିଳ୍ପୀଙ୍କ କଥା। ଯିଏ ଜନ୍ମ ରୁ ଅନ୍ଧ ଏବଂ ଭିନ୍ନକ୍ଷମ। ଯିଏ ନିଜର ସୁମଧୁର କଣ୍ଠସ୍ବର ପାଇଁ…