Browsing Tag

digapahandi

କଳା ସଂସ୍କୃତି ପାଇଁ ଶୁଭ ସଂକେତ: ହଜିଯାଉଥିବା ସଖିନାଚକୁ ବଞ୍ଚାଇ ରଖିବାକୁ ଛୋଟ ପିଲାଙ୍କର ନିଆରା ପ୍ରୟାସ

ଛୋଟ ପିଲାମାନେ ବସି ସୁର, ତାଳ, ଲୟ ମଧ୍ୟରେ ଗୀତ ଗାଉଛନ୍ତି। ହାର ମୋନିୟମର ମୂର୍ଚ୍ଛନାରେ ଗୁରୁଙ୍କ ଲୟରେ ଝଙ୍କୃତ ହେଉଛି ସଖିନାଚ ଶିଖାଯାଉଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ର ଆଖଡ଼ା ସ୍ଥଳ। ସଖିନାଚ ଅତ୍ୟନ୍ତ କଷ୍ଟ ଦାୟକ, କାରଣ ସଙ୍ଗୀତ ମୂର୍ଚ୍ଛନା…