Browsing Tag

digging canal

ଅବଦୁଲଙ୍କୁ ଝୁରୁଛି ଲାର ସାହି: ବନ୍ଧ ଦେଇ ବଦଳାଇଥିଲେ ଝରଣାର ଗତିପଥ, ଆଜି ସବୁଜ କ୍ଷେତରେ ହସୁଛି ସାରା ପରିବେଶ

ବାଂଶପାଳ: ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ବାଂଶପାଳ ବ୍ଲକ ଅଧିନସ୍ଥ ସିଂପୁର ପଞ୍ଚାୟତ ଲାରସାହି । ଏହି ସାହିର ବାସିନ୍ଦା ଥିଲେ , ଆଦିବାସୀ ଭୂୟାଁ ସ୍ବର୍ଗତ ଅବଦୁଲ ନାଏକ । ଯିଏକି ୫ବର୍ଷ ନିଜର ଅଦମ୍ଯ ଚେଷ୍ଟା କରି ଝରଣାର ଗତି ପଥ ବଦଳାଇ ପାହାଡ଼ ଶୀର୍ଷରେ ରହିଥିବା ଲାର…