Browsing Tag

DigiLocker

ଆଉ ହାତରେ ଧରି ବୁଲିବା ଦରକାର ନାହିଁ ଗାଡିର କାଗଜ ପତ୍ର, ଏଣିକି ହ୍ଵାଟ୍ସଆପରେ ଆକ୍ସେସ କରିପାରିବେ ଡିଜିଲକର

ଘରୁ ବାହାରିବା ସମୟରେ ଆଉ ସାଥିରେ ଗାଡିର ପେପର ଧରି ଯିବା ଦରକାର ନାହିଁ। ସବୁବେଳେ ସାଥିରେ ଗାଡିର କାଗଜପତ୍ର ଧରିବାର ଆଉ ନାହିଁ ଆବଶ୍ୟକତା। କାହିଁକିନା ଏବେ ଆପଣଙ୍କ ଏହି ସମସ୍ୟାର ସମାଧାନ ଆଣିଛନ୍ତି ସରକାର। ପୁଣି ଖାସ୍‌ କରି ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ। ସୂଚନା ଏବଂ ଟେକନିକ୍‌…

ପାଖରେ ଡିଏଲ ଏବଂ ଆରସି ନଥିଲେ ବି ଟ୍ରାଫିକ ପୋଲିସ କାଟିବେନି ଆପଣଙ୍କର ଚାଲାଣ, ଜାଣନ୍ତୁ କଣ କରିବାକୁ ହେବ

ସାଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ଧରି ବୁଲିବାକୁ ପଡିବନି କି ଡିଏଲ ନଥିଲେ ବି ଚାଲାଣ କଟିବାର ଚିନ୍ତା ରହିବନି। ଏମିତି କେମିତି ହେବ ବୋଲି ଭାବୁଛନ୍ତି କି? କଣ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସକୁ ନିଜ ସ୍ମାର୍ଟଫୋନରେ ଡାଉନଲୋଡ କରିବାକୁ ଚାହୁଁଛନ୍ତି? ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସର ହାର୍ଡ କପି…

କେବେବି ହଜିବ ନାହିଁ ଆପଣଙ୍କ PAN ଏବଂ Aadhaar କାର୍ଡ, ଏଭଳି ରଖନ୍ତୁ ସୁରକ୍ଷିତ

ଆଜିକା ସମୟରେ ଆଧାର, ପ୍ୟାନ, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ ଏସବୁ ଏମିତି ଜରୁରୀ ଡକ୍ୟୁମେଣ୍ଟସ, ଯାହା ହଜିଗଲେ କିମ୍ବା ନଥିଲେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହି ଡକ୍ୟୁମେଣ୍ଟ ବିନା ଆପଣ ବ୍ୟାଙ୍କ ଠାରୁ ନେଇ ଘର ପଯ୍ୟର୍ନ୍ତ କୌଣସି କାମ ବି କରିପାରିବେନାହିଁ।…

ମୋବାଇଲ୍‌ରେ ନିଶ୍ଚୟ ଇନ୍‌ଷ୍ଟଲ୍‌ କରନ୍ତୁ ଏହି ଆପ୍‌, ଦେବାକୁ ପଡ଼ିବନି ଫାଇନ୍‌

ସେପ୍ଟେମ୍ବର ୧ରୁ ସରକାର ଟ୍ରାଫିକ ନିୟମରେ ବହୁ ପରିବର୍ତ୍ତନ କରିଛନ୍ତି। ନିୟମ ଭାଙ୍ଗୁଥିବା ଏବଂ ହେଲ୍‌ମେଟ୍‌ ପିନ୍ଧୁନଥିବା ଚାଳକଙ୍କ ଉପରେ ନିଆଯିବ ଏବେ କଡ଼ା ପଦକ୍ଷେପ। ନିୟମ ମାନୁନଥିବା ଚାଳକଙ୍କ ପାଇଁ ଚାଲାଣ ରାଶିକୁ ବହୁତ ବଢ଼ାଇ ଦିଆଯାଇଛି। ତେବେ ସଫ୍ଟୱେୟାର ଅପ୍‌ଡେଟ୍‌…