Browsing Tag

digital media

ଡିଜିଟାଲ ମିଡିଆ ଉପରେ ନିୟନ୍ତ୍ରଣ ପାଇଁ ଆସିବ ଆଇନ୍‌, ସଂସଦରେ ବିଲ୍‌ ପାସ୍‌ ହେଲେ ପଞ୍ଜିକରଣ ଜରୁରୀ

ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ଉପରେ ନିୟନ୍ତ୍ରଣ ପାଇଁ ଆସିବ ଆଇନ୍‌ । ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ ସଂସଦରେ ଆସିବ ବିଲ୍‌ । ଏହି ବିଲ୍‌ ପାସ୍‌ ହେଲେ ପ୍ରେସ୍‌ ଆଣ୍ଡ ଦି ରେଜିଷ୍ଟ୍ରେସନ୍‌ ଅଫ୍‌ ବୁକ୍‌ସ ଆକ୍ଟ ୧୮୬୭ ଆଇନ୍‌ର ସ୍ଥାନ ନେବ ନୂଆ ଆଇନ୍‌ । ଡିଜିଟାଲ…

କରୋନା ସମୟରେ ଡିଜିଟାଲ କମ୍ୟୁନିକେସନ ଦୂର-ସଞ୍ଚାରର ସବୁଠୁ ଭଲ ମାଧ୍ୟମ

ଆଜି ବିଶ୍ୱ ପାଳୁଛି ଦୂର-ସଞ୍ଚାର ଦିବସ । ବିଶ୍ୱ ଦୂର-ସଞ୍ଚାର ଦିବସ ପ୍ରତିବର୍ଷ ୧୭ ମଇରେ ପାଳନ କରାଯାଏ । ଏହି ଦିନକୁ ପାଳନ କରିବା ପାଇଁ ବିଶେଷ ଉଦ୍ଦେଶ୍ୟ ରହିଛି । ଖାସ କରି ଦୂର- ସଞ୍ଚାର ପ୍ରାଦ୍ୟୋଗିକ ପ୍ରତି ଲୋକଙ୍କୁ ଜାଗୃତ କରିବା ପାଇଁ ଏହା ପାଳନ କରାଯାଏ । ଯାହାର କରୋନା କାଳରେ…

ରିପୋର୍ଟ: ୨୦୧୯ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବଂ ୨୦୨୧ରେ ପ୍ରିଣ୍ଟ ମିଡିଆ ଉଦ୍ୟୋଗକୁ ପଛରେ ପକାଇବ ଡିଜିଟାଲ୍ ମିଡିଆ !

ମୁମ୍ବାଇ: ଦେଶରେ ଇଂଟରନେଟ୍ ବ୍ୟବହାରକାରୀ ମାନଙ୍କ ସଂଖ୍ୟା ବଢିବା ସଙ୍ଗେ ସଙ୍ଗେ ଡିଜିଟାଲ ମିଡିଆ ୨୦୧୯ରେ ଫିଲ୍ମ ଏବଂ ମନୋରଞ୍ଜନ ଏବଂ ୨୦୨୧ରେ ପ୍ରିଣ୍ଟ୍ ମିଡିଆ ଉଦ୍ୟୋଗକୁ ପଛରେ ପକାଇବ । ଡିଜିଟାଲ ମିଡିଆ ୨୦୨୧ରେ ବଢି ୫.୧ ଆରବ ଡଲାର ଅର୍ଥାତ୍ ୩୫,୭୦୦ କୋଟି ଟଙ୍କାରେ ପହଁଚିଯିବ ।…