Browsing Tag

digvijay singh

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଦେଲେ ୧,୧୧,୧୧୧ ଟଙ୍କା ଚାନ୍ଦା

କଂଗ୍ରେସର ରାଜ୍ୟ ସଭା ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଚାନ୍ଦା ଦେଇଛନ୍ତି। ଦିଗ୍‌ବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ଚେକ୍‌ ଆକାରରେ ଏହି ଅର୍ଥ ଶ୍ରୀରାମ…