Browsing Tag

dilip panda

ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ଥାନାରେ ଅଭିଯୋଗ

କେନ୍ଯୁଜ୍: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ଥାନାରେ ଅଭିଯୋଗ । ରେଷ୍ଟୁରାଣ୍ଟରେ ମାରଣାସ୍ତ୍ର ଦେଖାଇ ଧମକ ଦେଇଥିବା ନେଇ ଅଭିଯୋଗ । ଧମକ ଦେଉଥିବା ନେଇ ସିସିଟିଭିରେ ଭିଡିଓ କଏଦ ହୋଇଛି । ରେଷ୍ଟୁରାଣ୍ଟ ମାଲିକ ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା, AICC କରିଛି ଘୋଷଣା

ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ। ଏନେଇ ଏଆଇସିସି ପକ୍ଷରୁ ପ୍ରେସ ବିବୃତି ପ୍ରକାଶ ପାଇଛି। ବରଗଡ଼ ଜିଲ୍ଲା କଂଗ୍ରେସ ଉପସଭାପତି ଅଛନ୍ତି ଦିଲ୍ଲୀପ। ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ହେବ। ଗତକାଲି ପ୍ରାର୍ଥୀ ଚୟନ…