Browsing Tag

dipa karmakar

ଆମେରିକୀ କମ୍ପାନି ଭାରତୀୟ ଜିମ୍ନାଷ୍ଟିକ ଦୀପା କର୍ମାକରଙ୍କ ଭଳି ନିର୍ମାଣ କଲା ବାର୍ବି ଡଲ୍

ନ୍ୟୁୟର୍କ : ଆମେରିକାର ଖେଳନା ନିର୍ମାଣ କରୁଥିବା କମ୍ପାନି ମେଟାଲ ଆଜି ତାହାର ୬୦ତମ ବର୍ଷିକି ପାଳନ କରୁଛି। ଏହି ଅବସରରେ କମ୍ପାନି ୧୭ଟି ଦେଶର ୧୯ଟି ସଫଳ ମହିଳାଙ୍କ ବାର୍ବିଡ଼ଲ ପ୍ରସ୍ତୁତ କରିଛି। କମ୍ପାନି ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା ପାଇଁ ଏପରି ନିର୍ଣ୍ଣୟ ନେଇଛି। ଏହି ତାଲିକାରେ…