Browsing Tag

dipika kakar

ଆରମ୍ଭ ହେଲା ‘ସସୁରାଲ ସିମର କା ୨’ ର ସୁଟିଂ, ନିଜ ଫାଷ୍ଟଲୁକ୍‌ ସେୟାର କଲେ ଦୀପିକା କକ୍କର

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ନିଜ ନୂଆ ଶୋ’ରେ ଦମ୍‌ଦାର କମ୍‌ବ୍ୟାକ୍‌ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ‘ସସୁରାଲ ସିମର କା’ର ପ୍ରଥମ ସିଜନ୍‌ର ସଫଳତା ପରେ ସିଜନ୍‌ ୨ର ପାଇଁ ସୁଟିଂ କରୁଛନ୍ତି ଦୀପିକା। ଏହାର ଫଟୋକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।…