Browsing Tag

diria disease in sonpur

ସୋନପୁରରେ କମୁନି ଡାଇରିଆ ଆତଙ୍କ, ୧୦୦ରୁ ଅଧିକ ଆକ୍ରାନ୍ତ

ସୋନପୁର(କେନ୍ୟୁଜ୍): ସୋନପୁରରେ କମୁନି ଡାଇରିଆ ଆତଙ୍କ। ଦୂଷିତ ପାଣି ପିଇ ପ୍ରାୟ ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।  ଏନେଇ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ବିଶେଷଜ୍ଞ ଦଳ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା…