Browsing Tag

disadvantages

ପାଉରୁଟି ଖାଉଥିଲେ ସାବଧାନ! ନିୟମିତ ବ୍ରେଡ୍‌ ଖାଉଥିବା ଲୋକଙ୍କ ଠାରେ ଦେଖାଦିଏ ଏସବୁ ସାଂଘାତିକ ସମସ୍ୟା

ସକାଳର ବ୍ରେକଫାଷ୍ଟ ହେଉ କି ସନ୍ଧ୍ୟା ବେଳର ଜଳଖିଆ, ସବୁଥିରେ ପାଉରୁଟିକୁ ସାମିଲ କରାଯାଏ। ଏହା ଅତି ସହଜରେ ଉପଲବ୍ଧ ହେବା ସହ ଖାଇବାକୁ ଟେଷ୍ଟି ଲାଗୁଥିବାରୁ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ରେଡ୍‌ ଖାଇବାକୁ ପସନ୍ଦ କରିଥାନ୍ତି। କେତେ ବେଳେ ଏହାକୁ ବ୍ରେଡ୍‌ ସାଣ୍ଡ୍‌ଓ୍ଵିଚ୍‌ ଭାବେ…

ସାବଧାନ! ତରକାରୀ, ଡାଲିରେ ଆପଣ ଜିରା ତଡ଼କା ଲଗାଉଛନ୍ତି କି, ଏଥି ପୂର୍ବରୁ ଜାଣି ରଖନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା

ଜିରା ଏମିତି ଏକ ମସଲା, ଯାହା ଭାରତୀୟଙ୍କ ରୋଷେଇ ଘରେ ଅତି ସହଜରେ ମିଳି ଯାଇଥାଏ। ଜିରାର ବ୍ୟବହାର ଖାଦ୍ୟରେ ତଡ଼କା ଲଗାଇବାରେ ବ୍ୟବହାର କରାଯାଇଥାଏ। ଏହାର ସ୍ୱାଦ ମଧ୍ୟ ବହୁତ ବଢ଼ିଆ ହୋଇଥାଏ। ଏହି ଛୋଟିଆ ଜିନିଷ ପୂରା ବ୍ୟଞ୍ଜନର ଟେଷ୍ଟ ବଦଳାଇ ଦେଇଥାଏ। ଜିରା ସ୍ୱାଦ ଛଡ଼ା ସ୍ୱାସ୍ଥ୍ୟ ପାଇଁ…

ପିଲାଙ୍କୁ ଚୁମ୍ବନ କରିବା ପୂର୍ବରୁ ଜାଣିରଖନ୍ତୁ ଏହିସବୁ କଥା, ନଚେତ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ ଖରାପ ପ୍ରଭାବ

ଛୋଟ ପିଲା ସମସ୍ତଙ୍କୁ ଭଲ ଲାଗନ୍ତି। ସେମାନଙ୍କୁ ଦେଖିବା ମାତ୍ରେ ଗେଲ କିମ୍ବା କିସ୍‌ କରିବାକୁ ଇଚ୍ଛା ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଆପଣଙ୍କର ଏପରି ଭଲପାଇବାର ଶୈଳୀ ପିଲାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାଙ୍କୁ ଚୁମ୍ବନ କରିବା ଅନେକ ସମସ୍ୟା ଆଣିପାରେ। ତେବେ…

ଆପଣଙ୍କର ମୋତି ପିନ୍ଧିବା ସଉକ କି, ତେବେ ଏସବୁ ଦିଗ ପ୍ରତି ନିହାତି ଦିଅନ୍ତୁ ନଜର

ବହୁତ ଲୋକ ବେକରେ ମୋତିର ହାର ପିନ୍ଧିବାକୁ ଖୁବ ପସନ୍ଦ କରିଥାନ୍ତି । କିଛି ଲୋକ ରୂପା ମୁଦିରେ ମୋତି ଲଗେଇ ବା ରୂପା କିମ୍ବା ସୁନାରେ ମୋତି ମାଳି ପ୍ରସ୍ତୁତ କରି ପିନ୍ଧିଥାନ୍ତି । ଜ୍ୟୋତିସ ଶାସ୍ତ୍ର ଅନୁଯାୟୀ ରୂପା କିମ୍ବା ମୋତିର ସମ୍ବନ୍ଧ ସିଧା ଚନ୍ଦ୍ର ଓ ଶୁକ୍ର ଗ୍ରହଙ୍କ ସହିତ ରହିଥାଏ ।…