Browsing Tag

discharged from hospital

ଅଭିଷେକ ବଚ୍ଚନ କରୋନାକୁ ଦେଲେ ମାତ୍‌, ଟ୍ଵିଟ୍‌ କରି କହିଲେ ‘ମୁଁ କହିଥିଲି ନା ଏହାକୁ ମୁଁ ହରାଇଦେବି’

ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଗତ ଅନେକ ଦିନ ହେଲା କରୋନା ସହ ଲଢୁଥିଲେ। ଏବେ ଅଭିଷେକ କରୋନାକୁ ମାତ୍‌ ଦେଇ ଘରକୁ ଫେରିଛନ୍ତି। ପୂର୍ବରୁ ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଅମିତାଭ ବଚ୍ଚନ ଏହି ଯୁଦ୍ଧ ଜିତି ଘରକୁ ଫେରିଥିବା ବେଳେ ଜୁନିୟର ବଚ୍ଚନ ଏବେ ସୁସ୍ଥ ହୋଇଛନ୍ତି। କରୋନାକୁ ହରାଇ ଅଭିଷେକ…