Browsing Tag

disease through foot

ଆପଣଙ୍କ ଶରୀରରେ ଥିବା ରୋଗ ସମ୍ପର୍କରେ ଜଣାଇବ ପାଦର ଏହି ପରିବର୍ତ୍ତନ

ସମସ୍ତେ ଚାହାନ୍ତି ସୁସ୍ଥ ସବଳ ରହିବାକୁ । ଫିଟ ଆଉ ହେଲଦି ରହିଲେ ଯେମିତି ଜୀବନର ସବୁ କାମ ସହଜ ଓ ସରଳ ହୋଇଯାଏ । ସେଥିପାଇଁ ତ କଥାରେ ଅଛି "ସ୍ୱାସ୍ଥ୍ୟ ହିଁ ସମ୍ପଦ" । ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ଯେତେଦୂର ସମ୍ଭବ ଚେଷ୍ଟା କରିବା ଉଚିତ । କିନ୍ତୁ ତଥାପି ବି ଯଦି ଆପଣ ଅସୁସ୍ଥ ଅନୁଭବ…