Browsing Tag

disease tied to onions in america

କଞ୍ଚା ପିଆଜ ଖାଇବା ଯୋଗୁ ବ୍ୟାପୁଛି ସଂକ୍ରମଣ, ମେଡିକାଲରେ ଶତାଧିକ

ଓ୍ଵାଶିଂଟନ : ସାରା ଆମେରିକାରେ ବ୍ୟାପିଛି ସାଲମୋନେଲା ରୋଗ । ଆମେରିକାର ପ୍ରାୟ ୩୭ ଟି ରାଜ୍ୟରେ ଏହି ସଂକ୍ରମର ଆରମ୍ଭ ହୋଇଛି । ଏହି ରୋଗରେ ୬୫୨ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୨୯ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ସଂକ୍ରମଣ ପିଆଜ ଦ୍ୱାରା ବ୍ୟାପିଥିବା ସେଣ୍ଟର ଫର…