Browsing Tag

disease x

ଏବେ ଆଉ ଏକ ଭୟଙ୍କର ରୋଗର ଆଶଙ୍କା, କରୋନା ଠାରୁ ବି କ୍ଷୀପ୍ର ଗତିରେ ଲୋକଙ୍କୁ କରିବ ସଂକ୍ରମିତ

କରୋନା ଭାଇରସ୍‌ ଭିତରେ ଆଉ ଏକ ମାରାତ୍ମକ ଡିଜିଜ୍‌ ‘ଏକ୍ସ’ର ଭୟ। ସାରା ଦୁନିଆରେ ଚହଳ ସୃଷ୍ଟି କରିଛି ଏହି ଖବର। ୪ ଦଶକ ପୂର୍ବେ ଇବୋଲା ଭୂତାଣୁକୁ ପ୍ରଥମେ ଖୋଜି ବାହାର କରିଥିବା ଡାକ୍ତର ଆଶଙ୍କା କରିଛନ୍ତି ଯେ ବହୁତ ଜଲଦି ଏହି ମାରାତ୍ମକ ରୋଗ କାୟା ବିସ୍ତାର କରିପାରେ। ଏହା ଏମିତି ଏକ ରୋଗ…