Browsing Tag

disha bill passed

ଦୁଷ୍କର୍ମକାରୀ ସାବଧାନ : ଏବେ ଆଉ ତ୍ରାହି ନାହିଁ, ୨୧ ଦିନରେ ଦୋଷୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ

ଆନ୍ଧ୍ର ପ୍ରଦେଶ (କେନ୍ୟୁଜ୍‌) : ଦୁଷ୍କର୍ମ ଓ ଗଣଦୁଷ୍କର୍ମକୁ ନେଇ କଠୋର ହେଲେ ଆନ୍ଧ୍ର ପ୍ରଦେଶ ସରକାର। ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ। ଏ ସଂପର୍କିତ ଏକ ବିଲ୍‌କୁ ଆଜି ମୋହର ମାରିଛି ଆନ୍ଧ୍ର ପ୍ରଦେଶ ବିଧାନସଭା। ଏହାର ନାଁ ରହିଛି ଦିଶା ବିଲ୍‌। ହାଇଦ୍ରାବାଦ ପୀଡିତାଙ୍କ ନାଁ…